ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…
ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍ ଲାଗି ସୋନୀ ସ୍ପୋଟର୍ସ ନେଟ୍ଓ୍ବର୍କ ପ୍ରସାରଣ ଅଧିକାର ହାସଲ କରିଛି।
୩ ମ୍ୟାଚ୍ବିଶିଷ୍ଟ ଏହି ସିରିଜ୍ର ବଳକା ଦୁଇ ମ୍ୟାଚ୍ ୧୫ ଓ ୧୭ ତାରିଖରେ ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯିବ। ଆଫଗାନିସ୍ତାନ-ଭାରତ ସିରିଜ୍ ସୋନୀ ସ୍ପୋଟର୍ସ ନେଟ୍ଓ୍ବର୍କର କ୍ରିକେଟ ପୋର୍ଟଫୋଲିଓକୁ ଆହୁରି ସଶକ୍ତ କରିବ ବୋଲି ଚ୍ୟାନେଲର ଚିଫ୍ ରେଭିନ୍ୟୁ ଅଫିସର ତଥା ବ୍ୟବସାୟ ମୁଖ୍ୟ ରାଜେଶ କଲ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।