ଭୁବନେଶ୍ବରର ନୂଆ ଡିସିପି
ଭୁବନେଶ୍ବରର ନୂଆ ଡିସିପି
ଭୁବନେଶ୍ୱରର ନୂତନ ଡିସିପି ଭାବେ ଆଇପିଏସ୍ ଡ. ସର୍ବଣା ବିବେକ ଏମ୍ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁରେଶ ଦେବଦତ୍ତ ସିଂହ ତାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। ନୂତନ ଦାୟିତ୍ୱ ଗ୍ରହଣ ପରେ ରାଜଧାନୀର ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ନାଗରିକଙ୍କ ସୁରକ୍ଷା ଭଳି ବିଭିନ୍ନ ପ୍ରସଙ୍ଗ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ହେବ।
/sambad/media/media_files/2026/09/25/whatsapp-image-2026-09-25-18-24-09.jpeg)
1/5
/sambad/media/media_files/2026/09/25/whatsapp-image-2026-09-25-18-24-20.jpeg)
2/5
/sambad/media/media_files/2026/09/25/whatsapp-image-2026-09-25-18-24-32.jpeg)
3/5
/sambad/media/media_files/2026/09/25/whatsapp-image-2026-09-25-18-24-43.jpeg)
4/5
/sambad/media/media_files/2026/09/25/whatsapp-image-2026-09-25-18-24-58.jpeg)
5/5
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।