ସେହୱାଗଙ୍କ ଜନ୍ମଦିନରେ ଏମିତି ପୋଷ୍ଟ ଶେୟାର କଲେ ଯୁବରାଜ ସିଂହ ସଭିଏଁ…
ନୂଆଦିଲ୍ଲୀ,୨୦।୧୦: ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହୱାଗଙ୍କ ଜନ୍ମଦିନ। ନିଜର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା ସେହୱାଗଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେଷ୍ଟ ଓପନର୍ ଭାବରେ ଗଣାଯାଏ। ତାଙ୍କ ଜନ୍ମଦିନ ଅବସରରେ ଯୁବରାଜ ସିଂହ ଏପରି ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ଦେଖି ସମସ୍ତେ ହସି ହସି ବେଦମ ହୋଇଯାଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।