୧୦.୦୯.୨୦୨୬ ସୋମବାର
ମେଷ :- ଯାତ୍ରାରେ ସତର୍କ. ଶାରୀରିକ ସୁସ୍ଥ, ଅନୁଷ୍ଠାନରୁ ଲାଭ , ବନ୍ଧୁ ସମସ୍ୟା, ପରିଭ୍ରମଣ ଯୋଗ , ଦାମ୍ପତ୍ୟଖୁସି, ସନ୍ତାନ ଲାଭ। କୃର୍ତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ ଗୋଲାପି, ସଂଖ୍ୟା ୬, ଆାଧନା ପ୍ରଭୁ ହନୁମାନ ।
ବୃଷ :- ଲୋକସମ୍ପର୍କ, ବିଶିଷ୍ଟ ବ୍ୟକ୍ତି ସାହାଯ୍ୟ , ଶୁଭଖବର, ବ୍ୟବସାୟରେ ସନ୍ତୁଷ୍ଟ , ନୂତନ କାର୍ଯ୍ୟ ଲାଭ, ଶାରୀରିକ ସୁସ୍ଥ, ବନ୍ଧୁ ସହାୟତା, ପାରିବାରିକ ସହଯୋଗ ମିଳିବ । ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ ଧଳା, ସଂଖ୍ୟା ୮, ଆରାଧନା ପ୍ରଭୁଜଗନ୍ନାଥ ।
ମିଥୁନ :- ଶୁଭଖବର, କର୍ମକ୍ଷେତ୍ରେ ବ୍ୟସ୍ତତା, ପାରିବାରିକ ସହଯୋଗ, ବିବାଦ ସମାଧାନ, ଦୂରଯାତ୍ରା ସଫଳ, ବ୍ୟବସାୟରେ ଶତ୍ରୁତା, ଶରୀର ସୁସ୍ଥ, ବିଶିଷ୍ଟ କାର୍ଯ୍ୟ ଲାଭ, ବନ୍ଧୁ ଲାଭ । ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ ସବୁଜ, ସଂଖ୍ୟା ୭, ଆରାଧନା ମାଭଗବତୀ ।
କର୍କଟ :- ବ୍ୟବସାୟ ଲାଭ , ଉତ୍ସବରେ ଖୁସି, ଦୂରଯାତ୍ରା ସଫଳ, ବିଦ୍ୟାରେ ସଫଳ , ପାରିବାରିକ କଷ୍ଟ, ବନ୍ଧୁଲାଭ, ପାରିବାରିକ କଷ୍ଟ, ଦାମ୍ପତ୍ୟ କଳହ, ମାନସିକ ଅବସାଦ, ଲୋକସମ୍ପର୍କରେ ବାଧା, ଅଶ୍ଲେଷା ନକ୍ଷତ୍ର ସତର୍କ ରୁହନ୍ତୁ , ରଙ୍ଗ ଆକାଶି, ସଂଖ୍ୟା ୯, ଆରାଧନା ମା ମାଣିକେଶ୍ବରୀ ।
ସିଂହ :- ଶାରୀରିକ କ୍ଲେଶ, ଶୁଭ ଆଲୋଚନା, ଗୃହେ ଉତ୍ସବ, ଦୂରଯାତ୍ରାରେ ବିଳମ୍ବ, ହେବାକାର୍ଯ୍ୟରେ ଅସନ୍ତୁଷ୍ଟ , ଲୋକ ସମ୍ପର୍କ ବୃଦ୍ଧି, ଶତ୍ରୁ ସମସ୍ୟା, ଅର୍ଥ ଲାଭ, ଉତ୍ତରା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ ଧଳା, ସଂଖ୍ୟା ୭, ଆରାଧନା ମହାଲକ୍ଷ୍ମୀ ।
କନ୍ୟା :- ଶାରୀରିକ ସୁସ୍ଥ, ମାନସିକ ଶାନ୍ତି, ଦୂରଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ପାରିବାରିକ ସହଯୋଗ , ଆର୍ଥିକ ଉନ୍ନତି, ମାନ ସମ୍ମାନ ପ୍ରାପ୍ତି, ବନ୍ଧୁ ସାହାଯ୍ୟ, ଚିତ୍ରାା ନକ୍ଷତ୍ର ସତର୍କ ରୁହନ୍ତୁ,ରଙ୍ଗ ଆକାଶୀ, ସଂଖ୍ୟା ୯, ଆରାଧନା ମା କୋଚିଲାଇ ।
ତୁଳା :- ଶତ୍ରୁ ବୃଦ୍ଧି , ଶାରୀରିକ ଅସୁସ୍ଥ, ବନ୍ଧୁ ଲାଭ, ସନ୍ତାନ ଲାଭ, ଶୁଭଖବର, ଦୂରଯାତ୍ରାରେ ଲାଭ, ନୂତନ କର୍ମ ଆରମ୍ଭ, ଦେବ ଦର୍ଶନ, ବ୍ୟବସାୟରେ ଆନନ୍ଦ, ମାନସିକ ଖୁସି, ଲୋକ ସମ୍ପର୍କ ବୃଦ୍ଧି, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ,ରଙ୍ଗ କମଳା, ସଂଖ୍ୟା ୫, ଆରାଧନା ଶଙ୍କର ଭଗବାନ।
ବିଛା :- ବ୍ୟବସାୟରେ ଲାଭ, ସମ୍ପତ୍ତି ଲାଭ, ଅର୍ଥ ସମସ୍ୟାର ସମାଧାନ, ସମ୍ପର୍କରେ ଉନ୍ନତି, ଶତ୍ରୁ ପରାଜିତ, ଦାମ୍ପତ୍ୟ ଖୁସି, ଶୁଭଖବର, ନୂତନ ନିଯୁକ୍ତି, ଅନୁଷ୍ଠାନରୁ ଲାଭ, ଜ୍ୟେଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ ହଳଦୀ, ସଂଖ୍ୟା ୧୦, ଆରାଧନା ପ୍ରଭୁ ନୃସିଂହ ।
ଧନୁ :- ଶୁଭକାର୍ଯ୍ୟ ଧନ ବ୍ୟୟ, ବ୍ୟବସାୟରେ କଷ୍ଟ, ବନ୍ଧୁ ଲାଭ, ପାରିବାରିକ ସହଯୋଗ, ଦେବକାର୍ଯ୍ୟରେ ଆନନ୍ଦ, ବିବାଦ ସମାଧାନ, ବନ୍ଧୁଙ୍କ ନେଇ ଆଲୋଚନା, ଶାରୀରିକ ସୁସ୍ଥ, ଉତ୍ତରାଷାଢା ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ ଧଳା, ସଂଖ୍ୟା ୮, ଆରାଧନା ମା କୁତାମଚଣ୍ଡୀ ।
ମକର :- ଅର୍ଥ ଲାଭ, ଦୂରଯାତ୍ରାରେ ସଫଳ, ସମ୍ମାନ ପ୍ରାପ୍ତି, କିଛିଦ୍ରବ୍ୟ କ୍ରୟ କରିବେ, ଲୋକସମ୍ପର୍କରେ ଉନ୍ନତି, ସନ୍ତାନ ଲାଭ, ପାରିବାରିକ ସାହାଯ୍ୟ, ବ୍ୟବସାୟରେ ସନ୍ତୁଷ୍ଟି, ବ୍ୟକ୍ତି ସାହାଯ୍ୟ, ଦାମ୍ପତ୍ୟପୂର୍ଣ୍ଣ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ ନୀଳ, ସଂଖ୍ୟା ୮, ଆରାଧନା ମା ବଗଳାମୁଖୀ ।
କୁମ୍ଭ :- ନୂତନ କାର୍ଯ୍ୟ ଆରମ୍ଭ, ଶାରୀରିକ ସୁସ୍ଥ, ମାନସିକ ଅବସାଦ, ଲୋକ ସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ଅନୁଷ୍ଠାନ ଲାଭ, ସମ୍ପତ୍ତି ବିବାଦ, ଶତ୍ରୁ ସମସ୍ୟା, ବ୍ୟବସାୟିକ କଷ୍ଟ, ବିବାଦ ସମାଧାନ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ ବାଇଗେଣୀ, ସଂଖ୍ୟା ୯, ଆରାଧନା ମାଗୌରୀ ।
ମୀନ ଦେବକାର୍ଯ୍ୟରେ ପ୍ରତି ଆଗ୍ରହ, ବନ୍ଧୁ ସହାୟତା, ପାରିବାରିକ ସୁଖ, ଦୂରଯାତ୍ରା ସଫଳ, ସମ୍ମାନ ବୃଦ୍ଧି, ସ୍ବାଦିଷ୍ଟ ଭୋଜନ, ଦାମ୍ପତ୍ୟ ଖୁସି, ସନ୍ତାନ ଲାଭ । ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ରଙ୍ଗ ଧଳା, ସଂଖ୍ୟା ୯, ଆରାଧନା ମା ମଙ୍ଗଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।