୧୧.୯.୨୦୨୬ ଶୁକ୍ରବାର

Sep 11, 2026 - 15:43
୧୧.୯.୨୦୨୬  ଶୁକ୍ରବାର

 

ମେଷ: ସମ୍ପର୍କରେ ସୁଧାର, ସମସ୍ୟା ସମାଧାନ, କର୍ମକ୍ଷେତ୍ରେ ପରିଶ୍ରମ, ବନ୍ଧୁଗୃହେ ଯାତ୍ରା, ଶରୀର ସୁସ୍ଥ, ଅର୍ଥଲାଭ ଭରଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ବୃଷ: ଶରୀର ସୁସ୍ଥ, ହେବାକାର୍ଯ୍ୟରେ ବିଳମ୍ବ, ଶତ୍ରୁସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଉତ୍ସବକୁ ନେଇ ଅାଗ୍ରହ, ଦୂରଯାତ୍ରାରେ ସତର୍କ, ବିଶିଷ୍ଠ କାର୍ଯ୍ୟରେ  ବିବାଦ୤ ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମିଥୁନ: ଧନଲାଭ,  ସ୍ବଜନ ବିରୋଧ, ଦୂରଯାତ୍ରା ସଫଳ, ସମ୍ମାନ ମିଳିବ, ପାରିବାରିକ ସୁଖ, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳ, କର୍ମକ୍ଷେତ୍ରେ ସହଯୋଗ ମିଳିବ, ଧାର୍ମିକ କାର୍ଯ୍ୟ ପ୍ରତି ଅାଗ୍ରହ୤ ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଇସତ୍ ଲାଭ, ସଂଖ୍ୟା-, ଆରାଧନା-ଗଣେଶ ଭଗବାନ

କର୍କଟ: ଅର୍ଥଚିନ୍ତା, େଲାକସମ୍ପର୍କ ବୃଦ୍ଧି, ଦୂରଯାତ୍ରା ସଫଳ, ବ୍ୟବସାୟରେ କଷ୍ଟ, ଶରୀର ସୁସ୍ଥ, ଶୁଭ ଆଲୋଚନା, ଅନୁଷ୍ଠାନରୁ ସମ୍ମାନ, ବଡ଼କାର୍ଯ୍ୟରେ ବିବାଦ୤ ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଭଗବାନ ବିଷ୍ଣୁ

ସିଂହ: ସମ୍ମାନ ମିଳିବ, ପାରିବାରିକ ସହଯୋଗ, ଭ୍ରାତୃଭଗ୍ନୀଙ୍କ ସ୍ନେହଁ, ଅର୍ଥଲାଭ, ବିବାଦ ସମାଧାନ, ଶୁଭଖବର, ଗୃହେ ଅାଲୋଚନା ସଫଳ, ନେତୃତ୍ବରେ ବିଜୟ୤ ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା-ମାଗ୍ରାମଦେବତୀ

କନ୍ୟା: ନୂତନ ଅାୟ, ଯାତ୍ରାରେ କଷ୍ଟ, ଶରୀର ସୁସ୍ଥ, ପୁରାତନ ବନ୍ଧୁଲାଭ, ଅଟକିଥÒବା କାର୍ଯ୍ୟର ଅଗ୍ରଗତି,  େଲାକସମ୍ପର୍କରେ ଉନ୍ନତି, ପାରିବାରିକ ଖୁସି, ଦାମ୍ପତ୍ୟ କଳହ୤ ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

ତୁଳା: କର୍ମରେ ସଫଳତା, ବିବାଦ ସମାଧାନ, ଅର୍ଥଲାଭ, ନୂତନ କର୍ମନିଯୁକ୍ତି,  ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ସମ୍ମାନପ୍ରାପନ୍ତି, ପାରିବାରିକ ସଫଳତା, ଶତ୍ରୁ ପରାଜିତ, ଦାମ୍ପତ୍ୟଖୁସି୤ ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୦, ଆରାଧନା-ଶଙ୍କର ଭଗବାନ

ବିଛା: ଆର୍ଥିକସୁଖ, ବ୍ୟବସାୟରେ ଉନ୍ନତି, ନିନ୍ଦାମିଳିବ, ପରିବାରରେ ମନାନ୍ତର, ସନ୍ତାନଲାଭ, ଭାତୃ ବିବାଦ, ସମ୍ପତ୍ତିଲାଭ, ନୂତନ ଦ୍ରବ୍ୟକ୍ରୟ କରିପାରନ୍ତି, ଗୃହେ ଉତ୍ସବ, ଦାମ୍ପତ୍ୟଖୁସି ଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ: ପୁରାତନ ବିବାଦ, ସ୍ବାଦିଷ୍ଠ ଭୋଜନ, ଲୋକସମ୍ପର୍କ ବୃଦ୍ଧି, ବନ୍ଧୁଲାଭ, ଉତ୍ସବରେ େଯାଗଦାନ, ପାରିବାରିକ ଶାନ୍ତି, ଶୁଭ ଅାଲୋଚନା ସଫଳ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ପ୍ରସିଦ୍ଧି୤  ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା- ପିତାମାତାଙ୍କ ସେବା

ମକର: ‌‌ଶାରୀରିକ ଅାଘାତ, ମାନସିକ କଷ୍ଟ, ହେବାକାର୍ଯ୍ୟ ବିଳମ୍ବ, ଶତ୍ରୁସମସ୍ୟା, ଅର୍ଥକଷ୍ଟ, କିଛି କାର୍ଯ୍ୟରେ ସଫଳତା, ବନ୍ଧୁଲାଭ, ଭ୍ରାତୃ ସହଯୋଗ ଧନିଷ୍ଠା ନକ୍ଷତ୍ର-ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

କୁମ୍ଭ:   ଅର୍ଥଲାଭ, ପୁରାତନ ବିବାଦ ସମାଧାନ, ଉତ୍ସବକୁ ନେଇ ଦୂରଯାତ୍ରା, ବନ୍ଧୁସହଯୋଗ, ପାରିବାରିକ ଖୁସି, ନୂତନ କର୍ମଆରମ୍ଭ, ଦ୍ରବ୍ୟକ୍ରୟ, ଶରୀର ସୁସ୍ଥ, ଅଯଥା ଚିନ୍ତା୤  ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି,  ସଂଖ୍ୟା-୧୧, ଆରାଧନା- ଛୋଟ ପିଲାଙ୍କୁ ଖାଦ୍ୟ ଦିଅନ୍ତୁ

ମୀନ: ଦ୍ରବ୍ୟ ଲାଭ, ମାନସିକ ଶାନ୍ତି, ସନ୍ତାନ ସମସ୍ୟା, ପାରିବାରିକ ସହଯୋଗ, ବନ୍ଧୁଲାଭ, ଶୁଭଖବର, ଲୋକସମ୍ପର୍କ ବୃଦ୍ଧି, ଶରୀର ସୁସ୍ଥ, ଅର୍ଥଲାଭ ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାଭଗବତୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।