୧୭.୯.୨୦୨୬ ଗୁରୁବାର
ମେଷ: କର୍ମକୁ େନଇ ଚିନ୍ତିତ, ସ୍ବାସ୍ଥ୍ୟସମସ୍ୟା ଅାସିପାରେ, ଶତ୍ରୁତା ଆସିବ, ଲୋକସମ୍ପର୍କ ସାମାନ୍ୟ ବୃଦ୍ଧି, ସ୍ବଳ୍ପ ଅର୍ଥଲାଭ, ପାରିବାରିକ ଖୁସି, ବନ୍ଧୁବିଦ୍ରୋହ, ହେବାକାର୍ଯ୍ୟ ବିଳମ୍ବ, ମାନସିକ ଅଶାନ୍ତି। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ
ବୃଷ: ମାନସିକ ଶାନ୍ତି, ବିଶିଷ୍ଠ ବ୍ୟକ୍ତିଙ୍କ ସାକ୍ଷାତ, ପୂର୍ବ କାର୍ଯ୍ୟରୁ ଲାଭ, ନୂତନ ଚୁକ୍ତି, ବ୍ୟବସାୟରେ ଉନ୍ନତି, ଶରୀର ସୁସ୍ଥ, ମୋକଦ୍ଦମାରେ ବିଜୟ, ନୂତନ କାର୍ଯ୍ୟ ଅାରମ୍ଭ, ପାରିବାରିକ ଶାନ୍ତି। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ମହାଲକ୍ଷ୍ମୀ
ମିଥୁନ: ଦ୍ରବ୍ୟଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ଅର୍ଥପ୍ରାପ୍ତି, ପାରିବାରିକ ସହଯୋଗ, ବନ୍ଧୁଲାଭ, ଦୂରଯାତ୍ରା ସଫଳ, ଶରୀର ସୁସ୍ଥ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା-ଭଗବାନ ବିଷ୍ଣୁ।
କର୍କଟ: ନୂତନ କର୍ମ ଅାରମ୍ଭ, ସାମାନ୍ୟ ଅର୍ଥଲାଭ, ଶୁଭଖବର, ଅନୁଷ୍ଠାନରୁ ଲାଭ, ସୁମିଷ୍ଠ ଭୋଜନ, ବନ୍ଧୁଲାଭ, ସ୍ବାସ୍ଥ୍ୟଲାଭ, ଦାମ୍ପତ୍ୟଖୁସି, ସନ୍ତାନଲାଭ, ବିଦ୍ୟାରେ ସଫଳତା। ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୮, ଆରାଧନା- ଗଣେଶ ଭଗବାନ
ସିଂହ: ହେବାକାର୍ଯ୍ୟ ବିଳମ୍ବ, ସମ୍ପର୍କହାନି, ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ, ଅଶୁଭଖବର, ଦେବକାର୍ଯ୍ୟରେ ଶାନ୍ତି, ଅର୍ଥକୁ ନେଇ ସମସ୍ୟା, ପରିଶ୍ରମ ବହୁତ ରହିବ, ବିଶିଷ୍ଠ ବ୍ୟକ୍ତିଙ୍କ ସହ ଶୁଭ ଅାଲୋଚନା। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୭, ଆରାଧନା-ପ୍ରଭୁ ଅାଶୁତୋଷ
କନ୍ୟା: ସମସ୍ୟା ସମାଧାନ, ଶୁଭଖବର, ବ୍ୟକ୍ତିଗତ କାର୍ଯ୍ୟରେ ଅଗ୍ରଗତି, ନୂତନ ଚୁକ୍ତି ସମ୍ପାଦନ, ସନ୍ତାନଲାଭ, ମାନସିକ ଶାନ୍ତି, ଶରୀର ସୁସ୍ଥ, ଅର୍ଥଲାଭ, ବିବାଦ ସମାଧାନ ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ।
ତୁଳା: ଅଯଥା ଖର୍ଚ୍ଚ, ପାରିବାରିକ ଅଶାନ୍ତି, ବନ୍ଧୁଲାଭ, ଦୂରଯାତ୍ରାରେ ସତର୍କ,ବ୍ୟବସାୟରେ ସ୍ବଳ୍ପ ଲାଭ, ଦାମ୍ପତ୍ୟ କଳହ, ସନ୍ତାନ ଚିନ୍ତା, ଶରୀର ସୁସ୍ଥ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୪, ଆରାଧନା-ମା’ ଦୁର୍ଗା
ବିଛା: ସମ୍ମାନ ପ୍ରାପ୍ତି, ଶୁଭଖବର, ଦୂରଯାତ୍ରା ସଫଳ, ମାନସିକ ଶାନ୍ତି, ସମ୍ପତ୍ତିଲାଭ, ବିବାଦ ସମାଧାନ, ଲୋକସମ୍ପର୍କ ବୃଦ୍ଧି, ଦାମ୍ପତ୍ୟଖୁସି । ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୨, ଆରାଧନା-ପ୍ରଭୁ ଜଗନ୍ନାଥ
ଧନୁ:କର୍ମକ୍ଷେତ୍ରେ ପରିଶ୍ରମ, ନୂତନ ସମ୍ପର୍କ ସ୍ଥାପନ, ଅର୍ଥଲାଭ, ଶୁଭଖବର, ଅଯଥା ଅଶାନ୍ତି, ପାରିବାରିକ ସାହାଯ୍ୟ, ଦେବକାର୍ଯ୍ୟରେ ଖୁସି, ସମ୍ପତ୍ତିଖୁସି ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ଗାଈକୁ ଖାଇବାକୁ ଦିଅନ୍ତୁ
ମକର: ଶୁଭ ଖବର, ଗୃହେ ଉତ୍ସବ, ବ୍ୟବସାୟରେ ଲାଭ, ଦାମ୍ପତ୍ୟଖୁସି, ବନ୍ଧୁଲାଭ, ଅଯଥା ପରିଭ୍ରମଣ, ଅର୍ଥଲାଭ, ବନ୍ଦ ଥÒବା କାର୍ଯ୍ୟ ପୂର୍ଣ୍ଣ େହବ, ଶରୀର ସୁସ୍ଥ, ସନ୍ତାନଲାଭ। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣି, ସଂଖ୍ୟା-୯, ଆରାଧନା- ମା’ ଛିନ୍ନମସ୍ତା
କୁମ୍ଭ: ଆୟବୃଦ୍ଧି, ଲୋକସମ୍ପର୍କରେ ଉନ୍ନତି, ସମସ୍ୟା ସମାଧାନ, ଅଯଥା ବିବାଦ ଅାସିପାରେ, ବନ୍ଧୁକଳହ, ବ୍ୟବସାୟରେ ଲାଭ, ଦ୍ରବ୍ୟ କ୍ରୟ, ଦେବକାର୍ଯ୍ୟରେ ସନ୍ତୁଷ୍ଟ । ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା-ମା’ ଭଗବତୀ।
ମୀନ: ସମ୍ପର୍କରେ ସୁଧାର, ସାମାନ୍ୟ ଅାଘାତ, ପାରିବାରିକ ସହଯୋଗ, ଅର୍ଥଲାଭ, ସମ୍ମାନଲାଭ, ଦୂରଯାତ୍ରାରେ ଖୁସି, ବିବାଦ ସମାଧାନ, ଶୁଭଖବର, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା-ମା’ ଗୌରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।