୧୯.୮.୨୦୨୬,  ବୁଧବାର

Aug 19, 2026 - 06:51
୧୯.୮.୨୦୨୬,  ବୁଧବାର

 

ମେଷ: କାର୍ଯ୍ୟରେ ଅଶାନ୍ତି, ଶରୀର ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ହେବାକାର୍ଯ୍ୟ ବିଳମ୍ବ, ବନ୍ଧୁକଳହ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ସ୍ବଜନ ବିରୋଧ,   ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ୍, ସଂଖ୍ୟା-, ଆରାଧନା-ମାମଙ୍ଗଳା

ବୃଷ: ଆକସ୍ମିକ ଧନଲାଭ, ମାନସିକ ଶାନ୍ତି, କାର୍ଯ୍ୟରେ ପରିଶ୍ରମ, ଦେବଦର୍ଶନ, ଶରୀରସୁସ୍ଥ, ସୁମିଷ୍ଠ ଭୋଜନ, ପାରିବାରିକ ଶାନ୍ତି, ଉତ୍ସବକୁ ନେଇ ଶୁଭ ଅାଲୋଚନା, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଭଗବତୀ 

ମିଥୁନ: ନୂତନଖବର, ଶୁଭଆଲୋଚନା, ବ୍ୟବସାୟରେ ସ୍ବଳ୍ପ ଲାଭ, ଲୋକସମ୍ପର୍କ ବୃଦ୍ଧି, ଶରୀରସୁସ୍ଥ, ଦ୍ରବ୍ୟଲାଭ, ଯାତ୍ରାରେ ସତର୍କ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

କର୍କଟ: ଦ୍ରବ୍ୟଲାଭ, ଶୁଭଖବର, ଦାମ୍ପତ୍ୟଖୁସି, ବିଦ୍ୟାରେ ସଫଳତା, ମାନସିକ ଶାନ୍ତି, ଶରୀର ସୁସ୍ଥ, ନୂତନ ବାଣିଜ୍ୟ ଅାରମ୍ଭ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ପ୍ରଭୁ ଜଗନ୍ନାଥ

ସିଂହ: ସନ୍ତାନଚିନ୍ତା,  ନୂତନ କର୍ମନିଯୁକ୍ତି, ମାନସିକ ଅଶାନ୍ତି, ନୂତନବନ୍ଧୁଲାଭ, ଶରୀର ସୁସ୍ଥ, ଦୂରଯାତ୍ରା, ସମ୍ପତ୍ତିବିବାଦ, କିଛି କାର୍ଯ୍ୟରେ ବିରୋଧ, ମଘା, ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-, ଆରାଧନା-ସୂର୍ଯ୍ୟନାରାୟ ଣ

କନ୍ୟା: ଅପବାଦ, ହେବାକାର୍ଯ୍ୟରେ ବିରୋଧ, ବ୍ୟବସାୟିକ କଷ୍ଟ, ବନ୍ଧୁସାହାଯ୍ୟ, ସୁମିଷ୍ଠ େଭାଜନ, ସମ୍ମାନହାନି, ଶରୀର ସୁସ୍ଥ, ଯାତ୍ରାଶୁଭ, ବିବାଦ ସମାଧାନ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମାକାଳୀ

ତୁଳା: ନୂତନ ବନ୍ଧୁଲାଭ, ଶୁଭଖବର, ବିବାଦ ସମାଧାନ, ଦାମ୍ପତ୍ୟକଳହ, ଦୂରଯାତ୍ରା ସଫଳ, ପାରିବାରିକ ଶାନ୍ତି, ମନ ଅଥୟ, ଶରୀର ସୁସ୍ଥ, ଅର୍ଥଲାଭ, ସମ୍ପତ୍ତିଖୁସି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା-ଶଙ୍କରଭଗବାନ

ବିଛା: ଆୟ ଉତ୍ତମ, ଶୁଭକାର୍ଯ୍ୟ ପ୍ରତି ଅାଗ୍ରହ, ଦ୍ରବ୍ୟଲାଭ, ଭୂସମ୍ପତ୍ତିଲାଭ, ସନ୍ତାନଖୁସି, ନୂତନ ଖବର, ଭ୍ରମଣବାଧା ଆଶା ସଫଳ, ବନ୍ଧୁସାହାଯ୍ୟ,   ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ବିଷ୍ଣୁ ଭଗବବାନ

ଧନୁ: ଯାତ୍ରାଶୁଭ, ଶୁଭଆଲୋଚନା, ବିଶିଷ୍ଠ କାର୍ଯ୍ୟରେ ଲାଭ, ବନ୍ଧୁସହଯୋଗ, ବିବାଦ ସମାଧାନ, ଦ୍ରବ୍ୟଲାଭ, ଅର୍ଥଲାଭ, ଲୋକସମ୍ପର୍କ ବୃଦ୍ଧି, ଦ୍ରବ୍ୟକ୍ରୟ, ଆଶିର୍ବାଦ ପ୍ରାପ୍ତି, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମକର: କିଛି କାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ଶୁଭ, ଦେବଦର୍ଶନ, ଦୂରଯାତ୍ରାରେ କଷ୍ଟ, ଦ୍ରବ୍ୟନଷ୍ଟ, ବନ୍ଧୁସାହାଯ୍ୟ, ନୂତନ ଆଶାସଫଳ, ଅର୍ଥଲାଭ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

କୁମ୍ଭ: ଅର୍ଥଲାଭ, ଦୂରଯାତ୍ରା ସଫଳ, ସମ୍ମାନପ୍ରାପ୍ତି, ପାରିବାରିକ ଶାନ୍ତି, େଲାକସମ୍ପର୍କରେ ଉନ୍ନତି, ଗୁରୁଜନେ ଅାଶିର୍ବାଦ, ବନ୍ଧୁକଳହ, ଶରୀର ସୁସ୍ଥ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ମୀନ: ମାନସିକ ଶାନ୍ତି, ଦୂରଯାତ୍ରା, ନୂତନକର୍ମଲାଭ, ଶୁଭଖବର, ସ୍ବଜନ କଳହ, ଶରୀର ସୁସ୍ଥ, ଦ୍ରବ୍ୟଲାଭ, ଅାଶା ସଫଳ, ସ୍ବାଦିଷ୍ଠ ଭୋଜନ,  ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଗୌରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।