୨୧.୮.୨୦୨୬, ଶୁକ୍ରବାର
ମେଷ: ବ୍ୟବସାୟରେ ସ୍ବଳ୍ପଲାଭ, ଶରୀର ସୁସ୍ଥ, ଅର୍ଥସମସ୍ୟା, ଅଯଥାକଷ୍ଟ, ଶତ୍ରୁସମସ୍ୟା, ଦ୍ରବ୍ୟଲାଭ, ଅନୁଷ୍ଠାନରୁ ଲାଭ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟସୁଖ, ସମ୍ପତ୍ତିବିବାଦ, ଦୂରଯାତ୍ରା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୭, ଆରାଧନା-କୁବେର ଭଗବାନ
ବୃଷ: ମାନସିକଶାନ୍ତି, ଯାତ୍ରାରେ ସତର୍କ, ପାରିବାରିକ ସମସ୍ୟା, ଶୁଭଆଲୋଚନା, ବ୍ୟବସାୟରେ ସଫଳ, ପ୍ରୀତି ବୃଦ୍ଧି, ବନ୍ଧୁସାହାଯ୍ୟ, ଶରୀରକଷ୍ଟ, ଅଯଥାବିବାଦ, ଶତ୍ରୁସମସ୍ୟା, ବନ୍ଧୁଗୃହେ ଯାତ୍ରା, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୭, ଆରାଧନା-ମା’ ଭଗବତୀ
ମିଥୁନ: ସମ୍ପର୍କରେ ଉନ୍ନତି, ମାନସିକଶାନ୍ତି, ଶରୀର ସୁସ୍ଥ, ଦାମ୍ପତ୍ୟସୁଖ, ସନ୍ତାନସୁଖ, ସମ୍ପତ୍ତିଲାଭ, ଖୁସିଖବର, ସ୍ବଜନ ବିବାଦ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୦, ଆରାଧନା-ଶଙ୍କର ଭଗବାନ
କର୍କଟ: ସୁସମ୍ବାଦ, ନୂତନ କର୍ମଆରମ୍ଭ, ମାନସିକ ଖୁସି, ଶତ୍ରୁ ପରାଜିତ, ବିଦେଶ ଭ୍ରମଣ, ସନ୍ତାନଖୁସି, ଶରୀର ସୁସ୍ଥ, ଗୃହେ ସହଯୋଗ, ବିଦ୍ୟାରେ ସଫଳ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ମା’ ମହାଲକ୍ଷ୍ମୀ
ସିଂହ: ଋଣଭାର ବୃଦ୍ଧି, କାର୍ଯ୍ୟରେ ସମସ୍ୟା, ସନ୍ତାନ ସମସ୍ୟା, ବ୍ୟବସାୟରେ ଶତ୍ରୁତା, ଶରୀର କଷ୍ଟ, ମାନସିକ ଅବସାଦ, ସମ୍ପତ୍ତିସମସ୍ୟା, ବିଦ୍ୟାରେ ସଫଳତା, ମଘା, ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ମାଟିଆ, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ
କନ୍ୟା: କାର୍ଯ୍ୟରେ ବିଳମ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭଖବର ପ୍ରାପ୍ତି, ସନ୍ତାନଲାଭ, ଦୂରଯାତ୍ରା ସଫଳ, ପାରିବାରିକ ବିବାଦ, ଶତ୍ରୁ ପରାଜିତ, ଦାମ୍ପତ୍ୟସୁଖ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ମା’ କୋଚିଳାଇ
ତୁଳା: ଶୁଭଖବର, ନୂତନକର୍ମଲାଭ, ବ୍ୟବସାୟରେ ଉନ୍ନତି, ମାନସିକ ଶାନ୍ତି, ବନ୍ଧୁଲାଭ, ସନ୍ତାନଖୁସି, ସୁମିଷ୍ଠ ଭୋଜନ, ଶରୀର ସୁସ୍ଥ, ଅର୍ଥସମସ୍ୟା ଦୂର, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୮, ଆରାଧନା-ଶଙ୍କରଭଗବାନ
ବିଛା: ସମ୍ପତ୍ତିବିବାଦ, ଶତ୍ରୁସମସ୍ୟା, ପାରିବାରିକ ସହଯୋଗ, କର୍ମକ୍ଷେତ୍ରେ ସଫଳ, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟ ସୁଖ, ବନ୍ଧୁସହଯୋଗ, କ୍ରୟବିକ୍ରୟ, ବ୍ୟବସାୟରେ କଷ୍ଟ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା-ଭଗବବାନ ବିଷ୍ଣୁ
ଧନୁ: ସଫଳତା, କର୍ମକ୍ଷେତ୍ରେ ପ୍ରଶଂସା, ସମ୍ମାନଲାଭ, ଅର୍ଥଲାଭ, ମାନସିକ ଶାନ୍ତି, ଭୂମିଲାଭ, ଦାମ୍ପତ୍ୟସୁଖ, ଶତ୍ରୁ ପରାଜିତ, ପଡ଼ୋଶୀ କଳହ, ସନ୍ତାନଲାଭ, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା- ପ୍ରଭୁ ରାଧାକୃଷ୍ଣ
ମକର: ଅପମାନଯୋଗ, ଅର୍ଥସମସ୍ୟା, ଶରୀର କଷ୍ଟ, ବନ୍ଧୁସାହାଯ୍ୟ, ଅଯଥା ବିବାଦ, ସନ୍ତାନଖୁସି, ବିଦେଶଯାତ୍ରା, ବ୍ୟବସାୟିକ କଷ୍ଟ, ବନ୍ଧୁଦର୍ଶନ, ଦାମ୍ପତ୍ୟଖୁସି, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୭, ଆରାଧନା-ମା’ ଗୌରୀ
କୁମ୍ଭ: ଖୁସିଖବର, ଧନଲାଭ, ଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ଭୂସମ୍ପତ୍ତିଲାଭ, ବିଶିଷ୍ଠ ବ୍ୟକ୍ତିଙ୍କ ସହାୟତା, ଖୁସିଖବର, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ମା’ ଦକ୍ଷିଣକାଳୀ
ମୀନ: କାର୍ଯ୍ୟ ସଫଳ, ବନ୍ଧୁଲାଭ, ନୂତନ କର୍ମନିଯୁକ୍ତି, ଅର୍ଥଲାଭ, ଦୂରଯାତ୍ରା ସଫଳ, ବିବାଦ ସମାଧାନ, ସନ୍ତାନଲାଭ, ଦେବଦର୍ଶନ, ପ୍ରତ୍ୟେକ କାର୍ଯ୍ୟରେ ସଫଳ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।