୨୩.୮.୨୦୨୬ ରବିଳବାର

Aug 23, 2026 - 06:59
୨୩.୮.୨୦୨୬  ରବିଳବାର

 

ମେଷ: ଅର୍ଥ ସମସ୍ୟା, ମାନସିକ କଷ୍ଟ, ଲୋକସମ୍ପର୍କ ବୃଦ୍ଧ, ଦୂର ଯାତ୍ରା, ଅନୁଷ୍ଠାନରୁ ଲାଭ, ଯାତ୍ରାରେ ସମସ୍ୟା, ଦେବକାର୍ଯ୍ୟରେ ଆଗ୍ରହ, ଶାରୀରିକ ସୁସ୍ଥତାଅଶ୍ବିନ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା- ମାଭଗବତୀ

ବୃଷ: କାର୍ଯ୍ୟରେ ସଫଳ, ଶାରୀରିକ ସୁସ୍ଥ, ଅର୍ଥ ଲାଭ, ଶୁଭ ସମାଚାର, ଅଯଥା ଖର୍ଚ୍ଚାନ୍ତ, ଭ୍ରମଣ ଯୋଗ, ନୂତନ ଆୟ, ଦ୍ରବ୍ୟ ଲାଭ, ପାରିବାରିକ ସୁଖ, ସମ୍ପତ୍ତି ଲାଭକୃତ୍ତିକା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୨, ଆରାଧନା- ମହାଲକ୍ଷ୍ମୀ

ମିଥୁନ: ମାନସିକ ଶାନ୍ତି, ବନ୍ଧୁ ସମସ୍ୟା, ଅଯଥା ଚିନ୍ତା, କାର୍ଯ୍ୟରେ ଅସନ୍ତୋଷ, ଆଶାରେ ବାଧା, ଶୁଭ ଖବର, ଗୃହେ ଉତ୍ସବ, ଶାରୀରିକ ସୁସ୍ଥ, ସନ୍ତାନ ସୁଖ, ବିଦ୍ୟାରେ ସଫଳମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ଶଙ୍କର ଭଗବାନ

କର୍କଟ: ଭ୍ରମଣ ଯୋଗ, ସମ୍ମାନ ବୃଦ୍ଧ଄, ଆର୍ଥ଄କ ଖୁସି, ସମ୍ପତ୍ତି ଲାଭ, ଉଚ୍ଚଆଶାରେ ବିଳମ୍ବ, ଦାମ୍ପତ୍ୟ ସୁଖ, ଯାତ୍ରାରେ ସଫଳତା, ଶତ୍ରୁ ପରାଜିତପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଲାଲ୍, ସଂଖ୍ୟା-, ଆରାଧନା- ପ୍ରଭୁ ହନୁମାନ

ସିଂହ: ସମ୍ମାନ ପ୍ରାପ୍ତି, ସମ୍ପର୍କରେ ଲାଭ, ଦୂର ଯାତ୍ରା, ଉତ୍ସବ ପ୍ରତି ଆଗ୍ରହ, ଅତିଥÒ ଚର୍ଚ୍ଚା, ଦ୍ରବ୍ୟ ଲାଭ, କର୍ମକ୍ଷେତ୍ରରେ ସମସ୍ୟା, ଶାରୀରିକ ସୁସ୍ଥମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- କମଳା, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବଲ୍ଲଭ

କନ୍ୟା: ଅଯଥା ଖର୍ଚ୍ଚ, ଶାରୀରିକ ସୁସ୍ଥ, ଉତ୍ସବ ପ୍ରତି ଆଗ୍ରହ, ଶୁଭ ଖବର, ପାରିବାରିକ କଳହ, ସମ୍ପତ୍ତି ବିବାଦ, ବ୍ୟବସାୟରେ ଶତ୍ରୁତା, ଅର୍ଥ ସମସ୍ୟା।  ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-, ଆରାଧନା- ପ୍ରଭୁ ଜଗନ୍ନାଥ

ତୁଳା: ଚୋରି ଭୟ, ମାନସିକ ଅବସାଦ, ଦୂର ଯାତ୍ରା, ପାରିବାରିକ ଖୁସି, ଅର୍ଥ ଖର୍ଚ୍ଚ, ଦେବକାର୍ଯ୍ୟ ରହିବ, ଯାତ୍ରାରେ ସତର୍କ, ସନ୍ତାନ ସମସ୍ୟା, ବନ୍ଧୁ ଦର୍ଶନଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ବିଛା: ଦ୍ରବ୍ୟ ଲାଭ, ଶୁଭ ଖବର, ବ୍ୟବସାୟରେ ଲାଭ, ଭୂସମ୍ପତ୍ତି ଲାଭ, ବିବାଦୀୟ କାର୍ଯ୍ୟରେ ବିଜୟ, ମାନସିକ ଶାନ୍ତି, ନୂତନ କାର୍ଯ୍ୟ ଆରମ୍ଭ, ଦାମ୍ପତ୍ୟ ସୁଖଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲ୍ଡେନ, ସଂଖ୍ୟା-, ଆରାଧନା- ଭଗବାନ ବିଷ୍ଣୁ

ଧନୁ: ବନ୍ଧୁ ସହଯୋଗ, ଦୂର ଯାତ୍ରା, ପାରିବାରିକ ଖୁସି, ବ୍ୟବସାୟରେ ସ୍ବଳ୍ପ ଲାଭ, ଅଯଥା ଚିନ୍ତା, ଅର୍ଥ ସମସ୍ୟା, ସମ୍ପର୍କ ବୃଦ୍ଧ, ସମ୍ମାନ ପ୍ରାପ୍ତି, ବିଦ୍ୟାରେ ଅସଫଳମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା- ପିତାମାତାଙ୍କ ସେବା

ମକର: ପିଲାଙ୍କ କଷ୍ଟ, ଅର୍ଥ ସମସ୍ୟା, ଶାରୀରିକ କଷ୍ଟ, ମାନସିକ ଶାନ୍ତି, ବନ୍ଧୁ ସହଯୋଗ, ସମ୍ପତ୍ତି ବିବାଦ, ଦ୍ରବ୍ୟ ଲାଭ, ବ୍ୟକ୍ତି ସହାୟତାଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-, ଆରାଧନା- ଲକ୍ଷ୍ମୀନୃସିଂହ

କୁମ୍ଭ: କଳହ ଯୋଗ, ଦୂର ଯାତ୍ରା, ଅର୍ଥ ଖର୍ଚ୍ଚ, ଅଯଥା ଅଶାନ୍ତି, ବନ୍ଧୁ ଳାଭ, େଦବକାର୍ଯ୍ୟରେ ଶାନ୍ତି, ଶୁଭ ସମ୍ବାଦ, ଉଚ୍ଚ ଆଶାରେ ବାଧା, ମାନସିକ ଆଘାତ।  

ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-, ଆରାଧନା- ମାଭୁବନେଶ୍ବରୀ

ମୀନ: ଶାନ୍ତିପ୍ରଦ, ଆଶା ସଫଳ, ବନ୍ଧୁ ଲାଭ, ଦ୍ରବ୍ୟ ପ୍ରାପ୍ତି, ଗୃହେ ଉତ୍ସବ, ଦୂର ଯାତ୍ରା, ସନ୍ତାନ ଖୁସି, ପାରିବାରିକ ସମସ୍ୟା, ଦାମ୍ପତ୍ୟ ଖୁସି, ବିଦ୍ୟାରେ ସଫଳ

ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-, ଆରାଧନା- ମାଭଗବତୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।