୪.୯.୨୦୨୬ ଶୁକ୍ରବାର

Sep 04, 2026 - 16:34
 ୪.୯.୨୦୨୬  ଶୁକ୍ରବାର

 

ମେଷ: ଅଯଥା ଅଶାନ୍ତି, ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ସହଯୋଗ, ବ୍ୟବସାୟରେ      ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ଶତ୍ରୁସମସ୍ୟା, ଗୁରୁଜନଙ୍କ ଅାଶୀର୍ବାଦ ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ

ବୃଷ: ମାନସମ୍ମାନ ଲାଭ, ଶୁଭଖବର, ବ୍ୟବସାୟରେ ଉନ୍ନତି, ସମ୍ପତ୍ତିଲାଭ, ଶତ୍ରୁ ପରାଜିତ, ଦେବଦର୍ଶନରେ ସନ୍ତୁଷ୍ଟ, ସମ୍ପର୍କରେ ସୁଧାରରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ପ୍ରଭୁ ହନୁମାନ

ମିଥୁନ: ଖର୍ଚ୍ଚବୃଦ୍ଧି, ପାରିବାରିକ ଶାନ୍ତି, ଦ୍ରବ୍ୟକ୍ରୟ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ବ୍ୟବସାୟରେ ସନ୍ତୁଷ୍ଟ, ଅଯଥା କଳହ, କର୍ମକ୍ଷେତ୍ରେ ପରିଶ୍ରମ, ଋଣ କରିପାରନ୍ତି, ଶରୀର ସୁସ୍ଥ ପୁନର୍ବସୁ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା- ମହାଲକ୍ଷ୍ମୀ

କର୍କଟ: ଆୟ ଉତ୍ତମ ରହିବ, ଶୁଭଖବର, ଦୂରଯାତ୍ରା ସଫଳ, ଲୋକସମ୍ପର୍କ ବୃଦ୍ଧି. ବନ୍ଧୁଲାଭ, ସ୍ବାସ୍ଥ୍ୟସମସ୍ୟା, ଅଯଥା ଖର୍ଚ୍ଚପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

ସିଂହ: କର୍ମକ୍ଷେତ୍ରେ ଖୁସି, ବନ୍ଧୁସାହାଯ୍ୟ, ଦାମ୍ପତ୍ୟସୁଖ, ଶରୀର ସୁସ୍ଥ, ଅର୍ଥଲାଭ, ଗୃହେ ଉତ୍ସବ, ସମ୍ପର୍କରେ ସୁଧାର, ବିଦ୍ୟାରେ ସଫଳ, ଦେବଦର୍ଶନ, ମାନସିକ ଶାନ୍ତି ପୂର୍ବାପାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମାଟିଆ, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବହ୍ଲଭ

କନ୍ୟା: ଆୟବୃଦ୍ଧି, ଋଣ ପରିଶୋଧ, ପୁରାତନ ବନ୍ଧୁଦର୍ଶନ, ଦୂରଯାତ୍ରା, ଶୁଭଆଲୋଚନା, ସମସ୍ୟା ସମାଧାନ, ଅଯଥା କଳହ, ପାରିବାରିକ ସହଯୋଗ, ଶରୀର ସୁସ୍ଥ, କାର୍ଯ୍ୟ ସଫଳ,ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାଭଗବତୀ

ତୁଳା: ଯାତ୍ରାରେ ସତର୍କ, ମାନସିକକଷ୍ଟ, ଦାମ୍ପତ୍ୟ କଳହ, ଅର୍ଥସମସ୍ୟା, ଶରୀର ସୁସ୍ଥ, ଦେବଦର୍ଶନ, ଉତ୍ସବକୁ ନେଇ ଦ୍ବନ୍ଦ୍ବ, ବ୍ୟବସାୟରେ ସ୍ବଳ୍ପ ଲାଭ, ସନ୍ତାନଲାଭ୤ ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ବିଛା: ଦ୍ରବ୍ୟ ଲାଭ, ଶୁଭଖବର, ଦେବକାର୍ଯ୍ୟରେ ଆଗ୍ରହ, ବାଣିଜ୍ୟେ ଲାଭ, ଶତ୍ରୁସମସ୍ୟା ସମାଧାନ, ସମ୍ପତ୍ତିଲାଭ, ମାନସିକ ଶାନ୍ତି, ଶରୀର ସୁସ୍ଥ, ପରିବାରରେ ଖୁସିଖବରଜ୍ୟେଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-, ଆରାଧନା-ଭଗବାନ ବିଷ୍ଣୁ

ଧନୁ: ସୁସମ୍ବାଦ ପ୍ରାପ୍ତି, କିଛି କାର୍ଯ୍ୟରେ ବିଳମ୍ବ, ଅର୍ଥଲାଭ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ପୁରାତନ ବନ୍ଧୁଲାଭ, ଦୂରଯାତ୍ରା ସଫଳ, ସାମାଜିକ ପ୍ରତିଷ୍ଠା, ଗୃହେ ସମସ୍ୟା, ମାନସିକ ଶାନ୍ତିପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାମଙ୍ଗଳା 

ମକର: କର୍ମକ୍ଷେତ୍ରେ ଶାନ୍ତି, ମନରେ ଉତ୍ସାହ ଟିକେ କମ୍ ରହିବ, ଶରୀର ଅସୁସ୍ଥ, ଅର୍ଥହାନି, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଦାମ୍ପତ୍ୟଖୁସି, ସନ୍ତାନଲାଭ   ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-, ଆରାଧନା-ମାଦକ୍ଷିଣକାଳୀ

କୁମ୍ଭ: କିଛି କାର୍ଯ୍ୟରେ  ବିବାଦ, ଶୁଭ ଅାଲୋଚନା, ଅର୍ଥଲାଭ, ପାରିବାରିକ ଶାନ୍ତି, ଅଯଥା ଖର୍ଚ୍ଚ, ସ୍ବଳ୍ପ ଲାଭ, ଶରୀର ସୁସ୍ଥ, ମାନସିକ ଅଶାନ୍ତି, ଦୂରଯାତ୍ରାରେ ଆନନ୍ଦ,ସନ୍ତାନଲାଭପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା- ମାବଗଳାମୁଖୀ

ମୀନ: ଦୂରଯାତ୍ରା ସଫଳ, ମାନସିକ ଶାନ୍ତି, ଅର୍ଥଲାଭ, ସମସ୍ୟା ସମାଧାନ, ଦେବଦର୍ଶନ, ବନ୍ଧୁଲାଭ, ସ୍ବାଦିଷ୍ଠ ଭୋଜନ, ଶତ୍ରୁ ପରାଜିତ, ପାରିବାରିକ ଖୁସି, ସନ୍ତାନଲାଭ ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-, ଆରାଧନା- ମାଗ୍ରାମଦେବତୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।