୬.୧୦.୨୦୨୬ ମଙ୍ଗଳବାର

Oct 06, 2026 - 16:08
୬.୧୦.୨୦୨୬  ମଙ୍ଗଳବାର

 

ମେଷ:  କର୍ମକୁ ନେଇ ଚିନ୍ତିତ, ସ୍ବାସ୍ଥ୍ୟସମସ୍ୟା ଅାସିପାରେ, ଶତ୍ରୁତା ଆସିବ, ସ୍ବଳ୍ପ ଅର୍ଥଲାଭ, ପାରିବାରିକ ଖୁସି, ବନ୍ଧୁ ବିଦ୍ରୋହ, ହେବାକାର୍ଯ୍ୟ ବିଳମ୍ବ, ମାନସିକ ଅଶାନ୍ତି। ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା- ପ୍ରଭୁ ହନୁମାନ

ବୃଷ: ମାନସିକ ଶାନ୍ତି, ବିଶିଷ୍ଠ ବ୍ୟକ୍ତିଙ୍କ ସାକ୍ଷାତ, ପୂର୍ବକାର୍ଯ୍ୟରୁ ଲାଭ, ନୂତନ ଚୁକ୍ତି, ବ୍ୟବସାୟରେ ଉନ୍ନତି, ଶରୀର ସୁସ୍ଥ, ମୋକଦ୍ଦମାରେ ବିଜୟ, ନୂତନ କାର୍ଯ୍ୟ ଅାରମ୍ଭ, ପାରିବାରିକ ଶାନ୍ତି୤ ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୧୦, ଆରାଧନା-ମହାଲକ୍ଷ୍ମୀ

ମିଥୁନ: ଦ୍ରବ୍ୟଲାଭ, କର୍ମକ୍ଷେତ୍ରେ ପରିଶ୍ରମ, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ଅର୍ଥପ୍ରାପ୍ତି, ଦେବକାର୍ଯ୍ୟରେ ଆନନ୍ଦ, ବନ୍ଧୁଲାଭ, ଦୂରଯାତ୍ରା ସଫଳ, ଶରୀର ସୁସ୍ଥ। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୯, ଆରାଧନା-ବିଷ୍ଣୁ ଭଗବାନ

କର୍କଟ: ନୂତନ କର୍ମ ଅାରମ୍ଭ, ସାମାନ୍ୟ ଅର୍ଥଲାଭ, ଗୃହେ ଉତ୍ସବ, ଶୁଭଖବର, ଅନୁଷ୍ଠାନରୁ ଲାଭ, ବନ୍ଧୁଲାଭ, ସ୍ବାସ୍ଥ୍ୟଲାଭ, ଦାମ୍ପତ୍ୟଖୁସି, ସନ୍ତାନଲାଭ, ବିଦ୍ୟାରେ ସଫଳ। ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଆକାଶି, ସଂଖ୍ୟା-୮,  ଆରାଧନା-ଗଣେଶ ଭଗବାନ

ସିଂହ: ହେବାକାର୍ଯ୍ୟ ବିଳମ୍ବ, ସମ୍ପର୍କହାନି, ସ୍ବାସ୍ଥ୍ୟକୁ େନଇ ଚିନ୍ତିତ,  ଅଶୁଭଖବର, ବିଶିଷ୍ଠ ବ୍ୟକ୍ତିଙ୍କ ସହ ଶୁଭ ଅାଲୋଚନା, ଦେବକାର୍ଯ୍ୟରେ  ଶାନ୍ତି,  ଅର୍ଥକୁ ନେଇ ସମସ୍ୟା, ପରିଶ୍ରମ ବହୁତ ରହିବ। ପୂର୍ବାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-  ଧଳା, ସଂଖ୍ୟା-୭, ଆରାଧନା-ପ୍ରଭୁ ଆଶୁତୋଷ

କନ୍ୟା: ସମସ୍ୟା ସମାଧାନ, ଶୁଭଖବର, ବ୍ୟକ୍ତିଗତ କାର୍ଯ୍ୟରେ ଅଗ୍ରଗତି, ସନ୍ତାନଲାଭ, ମାନସିକ ଶାନ୍ତି, ଶରୀର ସୁସ୍ଥ, ଅର୍ଥଲାଭ, ବିବାଦ ସମାଧାନ । ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୯, ଆରାଧନା- ଶଙ୍କର ଭଗବାନ।

ତୁଳା: ଅଯଥା ଖର୍ଚ୍ଚ, ପାରିବାରିକ ଅଶାନ୍ତି, ବନ୍ଧୁଲାଭ, ଦୂରଯାତ୍ରାରେ ସତର୍କ, ବିତର୍କରୁ ଦୂରେଇଯାନ୍ତୁ, ବ୍ୟବସାୟରେ ସ୍ବଳ୍ଳ ଲାଭ, ଦାମ୍ପତ୍ୟକଳହ, ଶରୀର ସୁସ୍ଥ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୪, ଆରାଧନା-ମା’ ଦୁର୍ଗା

ବିଛା: ସମ୍ମାନପ୍ରାପ୍ତି, ଶୁଭଖବର, ଦୂରଯାତ୍ରା ସଫଳ, ମାନସିକ ଶାନ୍ତି, ସମ୍ପତ୍ତିଲାଭ, ବିବାଦ ସମାଧାନ, ଲୋକସମ୍ପର୍କ ବୃଦ୍ଧି, ଦାମ୍ପତ୍ୟଖୁସି। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଦଳୀ, ସଂଖ୍ୟା-୧୨, ଆରାଧନା- ପ୍ରଭୁ ଜଗନ୍ନାଥ

ଧନୁ: କର୍ମକ୍ଷେତ୍ରେ ପରିଶ୍ରମ, ନୂତନ ସମ୍ପର୍କ ସ୍ଥାପନ, ଅର୍ଥଲାଭ, ଶୁଭଖବର, ଅଯଥା ଅଶାନ୍ତି, ଦେବକାର୍ଯ୍ୟକୁ ନେଇ ଖୁସି, ବିଶିଷ୍ଠ ବ୍ୟକ୍ତିଙ୍କ ସହ  ଅାଲୋଚନା, ସମ୍ପତ୍ତିଖୁସି। ପୂର୍ବାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ଗାଈକୁ ଖାଇବାକୁ ଦିଅନ୍ତୁ

ମକର: ଶୁଭଖବର, ବ୍ୟବସାୟରେ ଲାଭ, ଦାମ୍ପତ୍ୟଖୁସି, ବନ୍ଧୁଲାଭ, ଅଯଥା ପରିଭ୍ରମଣ, ଅର୍ଥଲାଭ, ଶରୀର ସୁସ୍ଥ, ସନ୍ତାନଲାଭ।  ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ବାଇଗଣୀ, ସଂଖ୍ୟା-୯, ଆରାଧନା- ମା’ ଛିନ୍ନମସ୍ତା

କୁମ୍ଭ: ଆୟବୃଦ୍ଧି, ଲୋକସମ୍ପର୍କରେ ଉନ୍ନତି, ସମସ୍ୟା ସମାଧାନ, ଅଯଥା ବିବାଦ ଅାସିପାରେ, ବନ୍ଧୁକଳହ, ବ୍ୟବସାୟରେ ଲାଭ, ନୂତନ ଚୁକ୍ତି, ଦ୍ରବ୍ୟକ୍ରୟ, ଦେବକାର୍ଯ୍ୟରେ ସନ୍ତୁଷ୍ଟ। ଶତଭିଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-୮,  ଆରାଧନା- ମା’ ଭଗବତୀ।

ମୀନ: ସମ୍ପର୍କରେ ସୁଧାର, ସାମାନ୍ୟ ଅାଘାତ, ଅର୍ଥଲାଭ, ସମ୍ମାନମିଳିବ, ଦୂରଯାତ୍ରାରେ ଖୁସି, ବିବାଦ ସମାଧାନ, ଶୁଭଖବର, ଅନୁଷ୍ଠାନରୁ ଲାଭ, ଶରୀର ସୁସ୍ଥ, ବନ୍ଧୁଲାଭ। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ ଗୌରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।