୭.୮.୨୦୨୬, ଶୁକ୍ରବାର

Aug 07, 2026 - 16:02
୭.୮.୨୦୨୬, ଶୁକ୍ରବାର

 

ମେଷ: ମୂଲ୍ୟବାନ ପଦାର୍ଥ ନଷ୍ଟ, ଅଯଥା ଖର୍ଚ୍ଚ, କର୍ମରେ ବିଫଳତା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶତ୍ରୁସମସ୍ୟା, ସନ୍ତାନଲାଭ, କର୍ମକ୍ଷେତ୍ରେ ଶାନ୍ତି, ବିଦେଶଯାତ୍ରା େଯାଗ, ଶରୀର ସୁସ୍ଥ, ସମ୍ପତ୍ତିବିବାଦ, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ମାମହାଲକ୍ଷ୍ମୀ୤

ବୃଷ: ସମ୍ମାନଲାଭ, ଶୁଭଖବର, ଅନୁଷ୍ଠାନରୁ ସାହାଯ୍ୟ, ଭୂସମ୍ପତ୍ତିଲାଭ, ନୂତନ ନିଯୁକ୍ତି, କର୍ମକ୍ଷେତ୍ରେ ସଫଳ, ପଦବୀଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୧୦, ଆରାଧନା-ଭଗବାନ ବିଷ୍ଣୁ୤

ମିଥୁନ: କର୍ମକ୍ଷେତ୍ରେ ଅପମାନ, ସ୍ବଳ୍ପଲାଭ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, ଶରୀର ଅସୁସ୍ଥ, ହେବାକାର୍ଯ୍ୟ ବିଳମ୍ବ, ଶତ୍ରୁସମସ୍ୟା, ଦୂରଯାତ୍ରାରେ ସତର୍କ, ଦାମ୍ପତ୍ୟକଳହ, ସନ୍ତାନସମସ୍ୟା, ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-, ଆରାଧନା-ମାଭଗବତୀ୤

କର୍କଟ: ନୂତନ ଅାୟ, ଶୁଭଖବର, ଶରୀର ସୁସ୍ଥ, ବ୍ୟକ୍ତିସହାୟତା, ବ୍ୟବସାୟରେ ସଫଳ, ଦୂରଯାତ୍ରା, ପାରିବାରିକ ସାହାଯ୍ୟ, ଶତ୍ରୁ ପରାଜିତ, ଖୁସିଖବର, ଅଶ୍ଳେଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାବୃନ୍ଦାବତୀ୤

ସିଂହ: ମନରେ ପ୍ରସନ୍ନତା, କାର୍ଯ୍ୟକ୍ଷେତ୍ରେ ସଫଳ, ବ୍ୟବସାୟରେ ଲାଭ, ନୂତନ କର୍ମନିଯୁକ୍ତି, ଅର୍ଥଲାଭ, ଶୁଭଖବର, ଦୂରଯାତ୍ରାରେ ଲାଭ, ବନ୍ଧୁସାହାଯ୍ୟ, ସମ୍ପତ୍ତିଲାଭ,  ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଜଗନ୍ନାଥ ମହାପ୍ରଭୁ୤

କନ୍ୟା: ମାନସିକ ଦୁଶ୍ଚିନ୍ତା, ସମ୍ମାନହାନି, ଅଯଥାଖର୍ଚ୍ଚ, କିଛିକାର୍ଯ୍ୟରେ ବ୍ୟୟ ଅଧÒ, ସହକର୍ମୀଙ୍କ ଉପହାସର ପାତ୍ର େହବେ, ଗୁରୁଜନଙ୍କ ସହ ବିବାଦ, ଦାମ୍ପତ୍ୟକଳହ, ବିବ୍ୟାରେ ଅସଫଳ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ମାତ୍ରିପୁରାସୁନ୍ଦରୀ୤

ତୁଳା: ବାଦବିବାଦ, ଅର୍ଥକାରବାରରେ ସତର୍କ, ପରିବାରରେ ମନୋମାଳିନ୍ୟ, ଆୟଠାରୁ ବ୍ୟୟ ଅଧÒ, ମାନସିକ ଅସ୍ଥିରତା, ଶୁଭକାର୍ଯ୍ୟ ବିଳମ୍ବ, ଶାରୀରିକ କ୍ଷତି, ସନ୍ତାନଖୁସି, ଦ୍ରବ୍ୟଲାଭ, ବିଶାଖା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସିଲଭର , ସଂଖ୍ୟା-,  ଆରାଧନା-ପ୍ରଭୁ ଶ୍ରୀରାମ୤

ବିଛା: ଅସମ୍ଭବ କାର୍ଯ୍ୟ ସମ୍ଭବ, ମନରେ ପ୍ରସନ୍ନତା, ବନ୍ଧୁଲାଭ, ସମସ୍ୟା ସମାଧାନ, ଦାମ୍ପତ୍ୟଖୁସି, ବ୍ୟବସାୟରେ ଲାଭ, ଦୂରଯାତ୍ରା ସଫଳ, ମାତ୍ର କିଛି କାର୍ଯ୍ୟରେ ବିଳମ୍ବ, ସମ୍ମାନ ମିଳିବ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ପ୍ରଭୁ ନୃସିଂହ୤

ଧନୁ: ବ୍ୟବସାୟରେ ଲାଭ, କର୍ମକ୍ଷେତ୍ରେ ସମ୍ମାନ, ମାନସିକ ଶାନ୍ତି, ସମସ୍ୟାରୁ ମୁକ୍ତି, ଆର୍ଥିକସାହାଯ୍ୟ, ଲୋକସମ୍ପର୍କ ବୃଦ୍ଧି, ସୁମିଷ୍ଠ ଭୋଜନ, ବିଦ୍ୟାରେ ସଫଳ,  ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ,  ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବହ୍ଲଭ୤

ମକର: ମାନସିକ ଦୁଶ୍ଚିନ୍ତା, ଶୁଭକାର୍ଯ୍ୟରେ ବିଳମ୍ବ, ହଠାତ୍ ଦୂରଯାତ୍ରା, ହେବାକାର୍ଯ୍ୟ ବିଳମ୍ବ, ପୈତୃକ ସମ୍ପତ୍ତି ବିବାଦ, ଶରୀର ଅସୁସ୍ଥ,                                                                                            ଶତ୍ରୁସମସ୍ୟା, ବନ୍ଧୁସାହାଯ୍ୟ, ଶ୍ରବଣା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କଳା, ସଂଖ୍ୟା-, ଆରାଧନା-ମାବଗଳାମୁଖୀ୤

କୁମ୍ଭ: ଆକସ୍ମିକ ଧନଲାଭ, ବିଦେଶଯାତ୍ରା, ବ୍ୟବସାୟରେ ଲାଭ, ଶରୀର ସୁସ୍ଥ, ଶୁଭଖବର, ଦ୍ରବ୍ୟକ୍ରୟ, ପାରିବାରିକ ସୁଖ, ବନ୍ଧୁସାହାଯ୍ୟ, ଦାମ୍ପତ୍ୟଖୁସି, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ମାଭୁବନେଶ୍ବରୀ୤

ମୀନ: ସମ୍ପତ୍ତିଲାଭ, ମାନସିକ ଅସ୍ଥିରତା, ଦୂରଯାତ୍ରା, ଶୁଭଖବର, ଅର୍ଥଲାଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ ନୂତନ ନିଯୁକ୍ତି, ପିଲାଙ୍କଖୁସି, ଲୋକସମ୍ପର୍କ ବୃଦ୍ଧି, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ୤

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।