ବିଜୟଙ୍କୁ ଡାକ, ତାଙ୍କୁ ଆଲିଙ୍ଗନ କରିବା ପରେ ମରିବି; ଏଭଳି କହି ରାସ୍ତାରେ ଶୋଇଲେ ଯୁବତୀ
"ବିଜୟଙ୍କୁ ଥରେ ଆଲିଙ୍ଗନ କରିବି… ତା"ପରେ ମରିବି।
ଦିଲ୍ଲୀର ରାସ୍ତା ମଝିରେ ଏମିତି ଜିଦ୍ ଧରିଲେ ମହିଳା, ଯାହାକୁ ଦେଖି ପୁଲିସ ବି ହୋଇଗଲା ହତବାକ୍।
ଜନ୍ତର ମନ୍ତର ନିକଟ ଟ୍ରାଫିକ୍ ସିଗ୍ନାଲ୍ରେ ଏ ମହିଳାଜଣକ କରିଥିବା ହଙ୍ଗାମା ଏବେ ଭାଇରାଲ ହେବାରେ ଲାଗିଛି।
ତେବେ କାହିଁକି ବିଜୟଙ୍କୁ ଭେଟିବା ପାଇଁ ଏମିତି ଅଜବ ଜିଦ୍ ଧରିଥିଲେ ମହିଳା?ଆଉ ମହିଳାଙ୍କୁ ରାସ୍ତାରୁ ହଟାଇବା ପାଇଁ କ"ଣ କଲା ପୁଲିସ?
ଆସନ୍ତୁ ଜାଣିବା।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।