ଭଦ୍ରକରେ କଲେଜ ରାଜନୀତି
/sambad/media/media_files/2026/10/09/whatsapp-image-2026-10-09-10-56-09.jpeg)
ଭଦ୍ରକ ମହିଳା କଲେଜ ନିର୍ବାଚନ ବାତିଲ ହୋଇଛି। ନିର୍ବାଚନ ବାତିଲ ହେବା ପରେ ଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ନାମାଙ୍କନ ପତ୍ର ଦାଖଲ କରିବାକୁ ଆସିଥିବା ଛାତ୍ରୀମାନେ ଶେଷରେ ଫେରିଯାଇଛନ୍ତି। ନିର୍ବାଚନ ବାତିଲକୁ ବିରୋଧ କରାଯାଇଛି।
1/3
/sambad/media/media_files/2026/10/09/whatsapp-image-2026-10-09-10-56-54.jpeg)
ଭଦ୍ରକ କଲେଜ ଏବିଭିପି କାର୍ଯ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମହୋଲ ଦେଖିବାକୁ ମିଳିଛି। ଛାତ୍ରନେତାମାନେ ନାମାଙ୍କନ ପାଇଁ ପ୍ରସ୍ତୁତ ହେଉଛନ୍ତି।
2/3
/sambad/media/media_files/2026/10/09/whatsapp-image-2026-10-09-10-57-43.jpeg)
3/3
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।