ମା’ଙ୍କ ପୂଜାରେ ବେଶ୍ୟାଙ୍କ ମାଟି ଲୋଡ଼ା କାହିଁକି?

Oct 16, 2026 - 21:07
ମା’ଙ୍କ ପୂଜାରେ ବେଶ୍ୟାଙ୍କ ମାଟି ଲୋଡ଼ା କାହିଁକି?

"ମା"ଙ୍କ ପୂଜା ଆସିଲେ ସବୁଠି ଖୁସିର ମାହୋଲ ଦେଖାଯାଏ।

ନୂଆ ଡ୍ରେସ, ମିଠା ଆଉ ବୁଲାବୁଲିରେ ଦିନ କଟିଯାଏ।

କିନ୍ତୁ ମା"ଙ୍କ ପୂଜା ପୂର୍ବରୁ ଏମିତି କିଛି ପରମ୍ପରା ରହିଛି।

ବୋଧ ହୁଏ ସମସ୍ତେ ଜାଣିନଥିବେ।

ମା"ଙ୍କ ମୂର୍ତ୍ତି ତିଆରି ପାଇଁ ବୈଶ୍ୟାଳୟରୁ ପ୍ରଥମେ ମାଟି ଅଣାଯାଏ।

ଏହା ପଛରେ ରହିଛି ଅନନ୍ୟ ପରମ୍ପରା।

ଏହା ପଛରେ କେଉଁ କିମ୍ବଦନ୍ତୀ ଓ ଲୋକବିଶ୍ୱାସ ରହିଛି?

ଆସନ୍ତୁ ଜାଣିବା।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।