୧୨.୧୦.୨୦୨୬ ସୋମବାର
ମେଷ: କର୍ମକ୍ଷେତ୍ରରେ ଶୁଭ ଫଳ, ମାନସିକ ଅସ୍ଥର, ବ୍ୟବସାୟରେ ସ୍ବଳ୍ପ ଲାଭ, ପାରିବାରିକ ସ୍ତରରେ ଅଶାନ୍ତି, କୌଣସି ଖବରକୁ ନେଇ ଚିନ୍ତିତ, ବନ୍ଧୁ ବିବାଦ, ଶାରୀରିକ ସୁସ୍ଥ, ଅଯଥା ଖର୍ଚ୍ଚ ବୃଦ୍ଧ, ଶତ୍ରୁ ସମସ୍ୟା। ଅଶ୍ବିନୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗେରୁଆ, ସଂଖ୍ୟା-୭, ଆରାଧନା- ପ୍ରଭୁ ହନୁମାନ
ବୃଷ: ଶାରୀରିକ ଅସୁସ୍ଥ, କର୍ମକ୍ଷେତ୍ରରେ ବିବାଦ, ବ୍ୟବସାୟିକ କଷ୍ଟ, ପାରିବାରିକ ସୁଖ, ବନ୍ଧୁ ଲାଭ, ସମ୍ପତ୍ତି ବିବାଦ, ଦୂରଯାତ୍ରାରେ କଷ୍ଟ, େଲାକସମ୍ପର୍କରେ ବାଧା, ଶତ୍ରୁ ସମସ୍ୟା। ରୋହିଣୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୩, ଆରାଧନା- ମା’ ବଗଳାମୁଖୀ
ମିଥୁନ: ଅଭିଳାଷ ପୂର୍ଣ୍ଣ, କର୍ମକ୍ଷେତ୍ରରେ ପୂର୍ଣ୍ଣ ସାହାଯ୍ୟ, ବିବାଦ ସମାଧାନ, ଅନୁଷ୍ଠାନରୁ ଲାଭ, ସୁସମ୍ପର୍କ, ଅର୍ଥ ଲାଭ, ଅର୍ଥ ଲାଭ, ପରିଭ୍ରମଣରେ ଖୁସି, ଖୁସି ଖବର। ଆଦ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ପ୍ରଭୁ ଗଣେଶ।
କର୍କଟ: ଶୁଭ ଖବର, କର୍ମକ୍ଷେତ୍ରରେ ସଫଳତା, ବିଦ୍ୟାରେ ସଫଳତା, ଅର୍ଥ ଲାଭ, କିଛି ସମସ୍ୟାର ସମାଧାନ, ନୂତନ କର୍ମାରମ୍ଭ, ହଠାତ୍ ଦୂରଯାତ୍ରା, ସମ୍ମାନ ମିଳିବ।
ପୁଷ୍ୟା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ସିଲଭର, ସଂଖ୍ୟା-୮, ଆରାଧନା- ମା’ ଭୁବନେଶ୍ବରୀ
ସିଂହ: ମାନସିକ ଶାନ୍ତି, ହଠାତ୍ ଧନଲାଭ, ବନ୍ଧୁ ସମସ୍ୟା, ଅନୁଷ୍ଠାନରୁ ଖୁସ, ପୁରାତନ ବିବାଦ ସମାଧାନ, ଶତ୍ରୁ କଷ୍ଟ, ଶୁଭ ଖବର ସମ୍ପତ୍ତି ସମସ୍ୟା ସମାଧାନ, ଉତ୍ସବକୁ ନେଇ ଖୁସି। ମଘା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଗୋଲାପି, ସଂଖ୍ୟା-୭, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ
କନ୍ୟା: ଅଯଥ ଖର୍ଚ୍ଚ, କିଛି କ୍ଷେତ୍ରରେ ବିବାଦ, ବନ୍ଧୁ ସାହାଯ୍ୟ, ବ୍ୟବସାୟରେ ସ୍ବଳ୍ପ ଲାଭ, ନୂତନ କର୍ମାରମ୍ଭ, ଯାତ୍ରା ସଫଳ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ପାରିବାରିକ ଖୁସି, ଦାମ୍ପତ୍ୟ କଳହ, ସନ୍ତାନ ଲାଭ। ହସ୍ତା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ମେରୁନ, ସଂଖ୍ୟା-୪, ଆରାଧନା- ପ୍ରଭୁ ହନୁମାନ।
ତୁଳା: ଶୁଭ ଖବର, ଶରୀର ସୁସ୍ଥ, ଧନଲାଭ, ବିବାଦ ସମାଧାନ, ଦୂର ଯାତ୍ରା, ବନ୍ଧୁ ଲାଭ, ନୂତନ ନିଯୁକ୍ତି, ଅର୍ଥ ଲାଭ, ପୈତୃକ ସମ୍ପତ୍ତିରେ ଖୁସି, ଗୃହେ ଶୁଭ ଆଲୋଚନା, ମାନସିକ ପୂର୍ଣ୍ଣ। ସ୍ବାତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ ଭଗବତୀ।
ବିଛା: ଆକସ୍ମିକ ଧନଲାଭ, କର୍ମକ୍ଷେତ୍ରରେ ସଫଳତା, ଶାରୀରିକ ସୁସ୍ଥ, ବିଦେଶ ଭ୍ରମଣ, ଦେବଦର୍ଶନ, ଗୃହେ ଶୁଭ ଆଲୋଚନା, ପାରିବାରିକ ଖୁସି, ଦ୍ରବ୍ୟ କ୍ରୟ କରିବେ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ହଳଦୀ, ସଂଖ୍ୟା-୧୦, ଆରାଧନା- ଭଗବାନ ବିଷ୍ଣୁ
ଧନୁ: ମାନସମ୍ମାନ ପ୍ରାପ୍ତି, ପାରିବାରିକ ଖୁସି, ଦୂର ଯାତ୍ରା, ଶୁଭ ଖବର, େଦବକାର୍ଯ୍ୟରେ ସମୟ କଟିବ, ସ୍ବାଦିଷ୍ଟ ଭୋଜନ, ବନ୍ଧୁ ଦର୍ଶନ, ନୂତନ ନିଯୁକ୍ତି , କର୍ମକ୍ଷେତ୍ରରେ ଶାନ୍ତି, ସନ୍ତାନ ଲାଭ, ଦାମ୍ପତ୍ୟ ଖୁସି। ମୂଳା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା- ପ୍ରଭୁ ରାଧାବଲ୍ଲଭ
ମକର: ମାନସିକ ଅବସାଦ, କର୍ମକ୍ଷେତ୍ରରେ ସ୍ବଳ୍ପ ଲାଭ, ବନ୍ଧୁ ସାହାଯ୍ୟ, ଦୂର ଯାତ୍ରା, ହେବା କାର୍ଯ୍ୟରେ ବିଳମ୍ବ, ପୁରାତନ କାର୍ଯ୍ୟରୁ ଲାଭ, ଶାରୀରିକ ସୁସ୍ଥ, ଅତିଥÒ ସତ୍କାର, ଲୋକସମ୍ପର୍କରେ ସୁଧାର। ଶ୍ରବଣା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗିଣୀ, ସଂଖ୍ୟା-୮, ଆରାଧନା- ମା’ ଦୁର୍ଗା
କୁମ୍ଭ: ଶତ୍ରୁରେ ବିଜୟ, ଅର୍ଥ ଲାଭ, ମାନସିକ ଶାନ୍ତି, ଦେବକାର୍ଯ୍ୟ ପ୍ରତି ଆଗ୍ରହ, ଶୁଭ ଆଲୋଚନା, ବନ୍ଧୁ ଲାଭ, ସମ୍ପତ୍ତି ଲାଭ, ବିବାଦ ସମାଧାନ, ଶରୀର ସୁସ୍ଥ, ଦାମ୍ପତ୍ୟ ଖୁସି। ଧନିଷ୍ଠା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ନୀଳ, ସଂଖ୍ୟା-୧୦, ଆରାଧନା- ଶଙ୍କର ଭଗବାନ।
ମୀନ: ବନ୍ଧୁସାହାଯ୍ୟ, ଶୁଭ ଆଲୋଚନା, ବ୍ୟବସାୟରେ ଉନ୍ନତି, ମାନସିକ ଶାନ୍ତି, ଦୂର ଯାତ୍ରା ସଫଳ, କିଛି କାର୍ଯ୍ୟରେ ବିଳମ୍ବ, ପରିବାରରେ ଶାନ୍ତି, ସନ୍ତାନ ଲାଭ, ଗଠନମୂଳକ କାର୍ଯ୍ୟରେ ସଫଳତା। ଉତ୍ତରଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ- ଧଳା, ସଂଖ୍ୟା-୯, ଆରାଧନା- ମା’ କମଳା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।