୨୧.୦୯.୨୬, ସୋମବାର

Sep 21, 2026 - 16:09
୨୧.୦୯.୨୬, ସୋମବାର

 

ମେଷ - ଅର୍ଥ ଲାଭ, ପାରିବାରିକ ଖୁସି, ବନ୍ଧୁସାହାଯ୍ୟ, ଦେବକାର୍ଯ୍ୟରେ ଆଗ୍ରହ,ଶତୃପରାଜିତ, କାର୍ଯ୍ୟେ ଲାଭ, ବ୍ୟାବସାୟରେ ଉନ୍ନତି, ସମ୍ପତ୍ତିଲାଭ, ଶରୀର ସୁସ୍ଥ, ଶୁଭଖବର, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୯, ଆରାଧନା - ମା ଭଗବତୀ ।

ବୃଷ - ଶାରୀରିକ ସୁସ୍ଥ, ବ୍ୟବସାୟରେ ସ୍ବଳ୍ପ ଲାଭ, ବନ୍ଧୁ ସାହାଯ୍ୟ, ଉଚ୍ଚ ବ୍ୟକ୍ତିଙ୍କ ସହଯୋଗ, ପାରିବାରିକ ସମସ୍ୟା, ଯାତ୍ରାରେ ସଫଳ, ହେବା କାର୍ଯ୍ୟେ ବିଳମ୍ବ, ଶତୃପରାଜିତ, ପୂରାତନ ମାମଲାରେ ଚିନ୍ତା, ବିଦ୍ୟାରେ ସଫଳ, ଯାତ୍ରାରେ ସତର୍କ, ହେବାକାର୍ଯ୍ୟରେ ବିଳମ୍ବ, ଶତ୍ରୁ ବୃଦ୍ଧି, ପ୍ରତ୍ୟେକ କାର୍ଯ୍ୟରେ ତ୍ରୁଟି, ଦ୍ରବ୍ୟ କ୍ରୟ, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଆକାଶିଆ, ସଂଖ୍ୟା - ୭, ଆରାଧନା - ମା ଲକ୍ଷ୍ମୀ ।  

ମିଥୁନ - ଧନ ଲାଭ, ଶରୀର ସୁସ୍ଥ, ଦୂରଯାତ୍ରା, ସମ୍ପର୍କୀୟଙ୍କୁ ସାହାଯ୍ୟ, ବନ୍ଧୁ ସାହାଯ୍ୟ, କାର୍ଯ୍ୟସିଦ୍ଧି, ଦେବଦର୍ଶନ, କାର୍ଯ୍ୟ ହାସଲ, ପାରିବାରିକ ଖୁସି, ଶତ୍ରୁ ପରାଜିତ, ସନ୍ତାନଙ୍କ ସଫଳତା, ବିଦ୍ୟାରେ ଅସଫଳତା, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଲାଲ, ସଂଖ୍ୟା - ୬, ଆରାଧନା - ଶଙ୍କର ଭଗବାନ ।  

 କର୍କଟ - କଳହ ଯୋଗ, କର୍ମକ୍ଷେତ୍ରେ ଅଶାନ୍ତି, ଦୂରଯାତ୍ରା, ବ୍ୟବସାୟରେ ସ୍ବଳ୍ପଲାଭ, ବହୁ କାର୍ଯ୍ୟରେ ବିଳମ୍ବ, ପାରିବାରିକ ସହଯୋଗ, ଶାରୀରିକ ସୁସ୍ଥ, ଦ୍ରବ୍ୟ ନଷ୍ଟ, ପୁରାତନ ବିବାଦ, ବିଦ୍ୟାରେ କଷ୍ଟ, ପୂଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୪, ଆରାଧନା - ପ୍ରଭୁ ହନୁମାନ ।

  ସିଂହ - ନୂତନ ଆୟ, ଶୁଭଆଲୋଚନା, ପାରିବାରିକ କଷ୍ଟ, ସନ୍ତାନ ସମସ୍ୟା, ବ୍ୟବସାୟରେ ସ୍ବଳ୍ପ ଲାଭ, ଶୁଭ ଖବର, ଦ୍ରବ୍ୟଲାଭ, ସମ୍ପତ୍ତି ଖୁସି, ସମ୍ମାନ ପ୍ରାପ୍ତି, ବନ୍ଧୁ ଲାଭ, ଦୂରଯାତ୍ରା, ପୂର୍ବା ଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - କମଳା, ସଂଖ୍ୟା - ୭, ଆରାଧନା - ମା କିଚକେଶ୍ବରୀ ।

 କନ୍ୟା - ଅଯଥା ଧନବ୍ୟୟ, ମାନସିକ କଷ୍ଟ, ଦୂରଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ବନ୍ଧୁ ସହଯୋଗ, ଯାତ୍ରାରେ ସଫଳ, ନୂତନ କର୍ମ ନିଯୁକ୍ତି, ବିବାଦ ସମାଧାନ, ବିଶିଷ୍ଟ ବ୍ୟକ୍ତି ସାହାଯ୍ୟ, ନୂତନ ବନ୍ଧୁ ଲାଭ, ଦାମ୍ପତ୍ୟ ଖୁସି, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଆକାଶୀ, ସଂଖ୍ୟା - ୮, ଆରାଧନା - ମହାଲକ୍ଷ୍ମୀ ।

ତୁଳା - ବ୍ୟବସାୟରେ ଉନ୍ନତି, ଦ୍ରବ୍ୟ ଲାଭ, ମାନସିକ ଖୁସି, ଯାତ୍ରାରେ କଷ୍ଟ, ବନ୍ଧୁ ସହଯୋଗ, ଦେବଦର୍ଶନ, ଅର୍ଥ କଷ୍ଟ, ଅନୁଷ୍ଠାନୁ ଲାଭ, ପାରିବାରିକ ସହଯୋଗ, ଲୋକ ସମ୍ପର୍କ ବୃଦ୍ଧି, ସନ୍ତାନ ସୁଖ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୭, ଆରାଧନା - ମା ଭଗବତୀ।  

ବିଛା - ଭ୍ରମଣ ଯୋଗ୍ୟ, ଦେବକାର୍ଯ୍ୟରେ ସନ୍ତୁଷ୍ଟି, ଅଶାନ୍ତି, ଦ୍ରବ୍ୟ ଲାଭ, ଦୂରଯାତ୍ରା, ଶାରୀରିକ କଷ୍ଟ, ବିବାଦ ସମାଧାନ, ବିଶିଷ୍ଟ ବ୍ୟକ୍ତି ସହଯୋଗ, ସମ୍ପତ୍ତି ଲାଭ, ସୁସ୍ବାଦୁ ଭୋଜନ ପ୍ରାପ୍ତି, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୧୦, ଆରାଧନା - ପ୍ରଭୁ ନୃସିଂହ ।  

 ଧନୁ - କର୍ମକ୍ଷେତ୍ରେ ଲାଭ, ଭ୍ରମଣ ଯୋଗ, ଅଯଥା କଳହ, ପାରିବାରିକ ସୁଖ, ଦାମ୍ପତ୍ୟ ଖୁସି,, ସନ୍ତାନ ସୁଖ, ବ୍ୟବସାୟରେ ସ୍ବଳ୍ପ ଲାଭ, ଦୂରଯାତ୍ରା ସଫଳ, ଆୟରେ ଉନ୍ନତି, ବିବାଦ ସମାଧାନ, ଶାରୀରିକ ସୁସ୍ଥ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ହଳଦୀ, ସଂଖ୍ୟା - ୯, ଆରାଧନା - ମା ଭୁବନେଶ୍ୱରୀ ।  

ମକର - କାର୍ଯ୍ୟରେ ଲାଭ, ଉଚ୍ଚଆଶା ପୂର୍ଣ୍ଣ, ଲୋକ ସମ୍ପର୍କ ବୃଦ୍ଧି, ଦେବକାର୍ଯ୍ୟରେ ଆଗ୍ରହ, ନୂତନ ବନ୍ଧୁ ଲାଭ, ଦୂରଯାତ୍ରା ସଫଳ, ହେବାକାର୍ଯ୍ୟରେ ବିଳମ୍ବ,  ଅନୁଷ୍ଠାନରୁ ଲାଭ, ସମ୍ପତ୍ତି ସମସ୍ୟା, କର୍ମକ୍ଷେତ୍ରେ ଉନ୍ନତି, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ବାଇଗଣୀ, ସଂଖ୍ୟା - ୮, ଆରାଧନା - ମା ଗୈୌରୀ ।  

 କୁମ୍ଭ - ଶୁଭ ଖବର, ଲୋକ ସମ୍ପର୍କରେ ଉନ୍ନତି, ଦୂରଯାତ୍ରା ସଫଳ, ବ୍ୟବସାୟରେ ଉନ୍ନତି, ପାରିବାରିକ ସହଯୋଗ, ବିବାଦ ସମାଧାନ, ଦେବଦର୍ଶନ, ସୁସ୍ବାଦୁ ଭୋଜନ ପ୍ରାପ୍ତି, କର୍ମକ୍ଷେତ୍ରେ ସଫଳ, ଶାରୀରିକ ସୁସ୍ଥ, ବିଦ୍ୟାରେ ସଫଳ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ନୀଳ, ସଂଖ୍ୟା - ୬, ଆରାଧନା - ମା ମଙ୍ଗଳା ।  

 ମୀନ - ଯାତ୍ରାରେ ସତର୍କ,  ବିବାଦ, ବ୍ୟବସାୟରେ ସ୍ବଳ୍ପଲାଭ, ବନ୍ଧୁ ସାହାଯ୍ୟ, ଅର୍ଥ ସମସ୍ୟା, ଭ୍ରାତୃ ସ୍ନେହ, ଅତିଥି ଚର୍ଚ୍ଚା, ଦ୍ରବ୍ୟ ଲାଭ, ଗୃହ ସମସ୍ୟା, ବନ୍ଧୁ ସାହାଯ୍ୟ, ସନ୍ତାନ ସୁଖ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ - ଧଳା, ସଂଖ୍ୟା - ୪, ଆରାଧନା - ମା କୋଚିଲେଈ ।   

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।