୬ ଏକର ମକା ଫସଲ ନଷ୍ଟ କରିଦେଲେ ବାରହା
ଦିନକୁ ଦିନ ବଢ଼ି ଚାଲିଛି ବାରହା ଉପଦ୍ରବ, ନଷ୍ଟ କରି ଦେଇଛନ୍ତି ହେକ୍ଟର ହେକ୍ଟର ନକା ଫସଲ, ନା କମୁଛି ବରହା ଉପଦ୍ରଵ ନା ମିଳୁଛି ଚାଷୀଙ୍କୁ କ୍ଷତିପୂରଣ l ଫଳରେ ଚିନ୍ତାରେ ବହୁ କ୍ଷତିଗ୍ରସ୍ଥ ଚାଷୀ l ଗଜପତି ଜିଲ୍ଲା ମୋହନା ବ୍ଲକ୍ କମଳାପୁର ଗାଁରେ ଆସିଛି ଏଭଳି ଅଭିଯୋଗ l ଗାଁର ପ୍ରକାଶ ସେଠୀ, ସେରେନ୍ଦ୍ର ସେଠୀ, କେଦାର ପ୍ରଧାନ ସମେତ ପ୍ରାୟ ୬ ରୁ ଉର୍ଦ୍ଧ ଚାଷୀଙ୍କ ହେକ୍କର ହେକ୍ଟର ମକା ଫସଲ ବାରାହା ନଷ୍ଟ କରି ଦେଇଛି l ସାହୁକାର ଠାରୁ ସାର ବିହନ ଆଣି ମକା ଚାଷ କରିଥିଲେ, ହେଲେ ଏବେ ସାହୁକାର କୁ ଋଣ କିଭଳି ସୁଝିବେ, ସେ ନେଇ ଚିନ୍ତାରେ ଚାଷୀକୂଳ l ବନ ବିଭାଗ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ l
#OTVShorts#Barha#Corn#Croploss#Mohana
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।