26 Road Blockades, Hunger Strike And Now 20-Km March For One Road In Nilgiri
ଗୋଟିଏ ରାସ୍ତା ପାଇଁ ଛବିଶ ଥର ରାସ୍ତାରୋକ, ଥରେ ଅନଶନ ପରେ ଆଜି ପଦଯାତ୍ରା । ଲଗାଣ ବର୍ଷା ସତ୍ତ୍ୱେ ପଦଯାତ୍ରାରେ ସାମିଲ ହୋଇଛନ୍ତି ସତୁରୀ ବର୍ଷୀୟ ବୃଦ୍ଧ । ନୀଳଗିରି ବଉଳଗଡିଆ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବା ବେଳେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୂର୍ବରୁ ଆନ୍ଦୋଳନ ଅନଶନ ହୋଇଅଛି।ପ୍ରଶାସନ ପକ୍ଷରୁ ରାସ୍ତା ମରାମତି କରାଯିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିବା ପରେ ରାସ୍ତା ନିର୍ମାଣ ଆରମ୍ଭର ପ୍ରଥମଦିନରୁ ରାସ୍ତା ନିର୍ମାଣ ବନ୍ଦ ରହିଛି। ଫଳରେ ଆଜି କୃଷକ ମଞ୍ଚ ପକ୍ଷରୁ ବଉଳଗଡିଆ ଠାରୁ ନୀଳଗିରି ଦୀର୍ଘ କୋଡ଼ିଏ କିମି ପଦଯାତ୍ରା କରି ଉପଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେବାକୁ ବାହାରିଚନ୍ତି। ଅଧିକ ସୂଚନା ଦେଇଛନ୍ତି ପ୍ରତିନିଧି ବିଶ୍ବମ୍ବର ଦାସ।
#Nilgiri#Baulagadia#RoadCondition#RoadBlockade#RoadDemand#Padayatra#KrushakManch#Balasore#OdishaNews#OdishaTV#OTV
fter 26 road blockades and a hunger strike over the poor condition of the Nilgiri-Baulagadia road, residents have now taken out a 20-km march from Baulagadia to Nilgiri despite heavy rain. A 70-year-old man also joined the march. The Krushak Manch is heading to the Sub-Collector’s office to submit a memorandum, alleging that road construction stopped from the very first day despite a written assurance from the administration to repair the road.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।