A mysterious village: ରହସ୍ୟମୟ ଗାଁ ଯେଉଁଠି ସମସ୍ତେ ହୋଇଯାଆନ୍ତି ଅନ୍ଧ

Sep 28, 2026 - 05:12
A mysterious village: ରହସ୍ୟମୟ ଗାଁ ଯେଉଁଠି ସମସ୍ତେ ହୋଇଯାଆନ୍ତି ଅନ୍ଧ

"ଅଭିଶାପ ବିଷୟରେ ତ ଆପଣମାନେ ନିହାତି ଶୁଣିଥିବେ।

ପୁରାଣରେ ସାଧୁସନ୍ଥଙ୍କ ଅଭିଶାପ ଏବଂ ତାହାର ପ୍ରଭାବକୁ ନେଇ ଅନେକ କାହାଣୀ ରହିଛି।

କିନ୍ତୁ ଆଜି ବି ଏମିତି କିଛି ସ୍ଥାନକୁ ନେଇ ରହସ୍ୟମୟ କାହାଣୀ ଶୁଣିବାକୁ ମିଳେ, ଯାହାକୁ ସହଜରେ ବିଶ୍ବାସ କରିବା କଷ୍ଟ।

ମେକ୍ସିକୋର ଏକ ଅଞ୍ଚଳକୁ ନେଇ ଦିନେ ଏମିତି ଏକ କଥା ଶୁଣିବାକୁ ମିଳିଥିଲା, ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା।

କୁହାଯାଉଥିଲା ଯେ, ଏଠାରେ ଥିବା ଏକ ରହସ୍ୟମୟ ଗଛ ଲୋକଙ୍କୁ ଅନ୍ଧ କରିଦେଉଥିଲା ।

ତେବେ ଏହା କଣ ସତ ଘଟଣା ?

ସତରେ କଣ ଗୋଟିଏ ଗଛ ସମସ୍ତଙ୍କୁ ଅନ୍ଧ କରି ଦେଉଥିଲା।

ଆସନ୍ତୁ ଜାଣିବା।

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।