Aamir Khan: ବଲିଉଡ୍ର ଏହି ଷ୍ଟାର ଅଭିନେତାଙ୍କୁ ହତ୍ୟା ଧମକ
"ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନଙ୍କୁ ନେଇ ବଢ଼ିଲା ଚିନ୍ତା।
ତାଙ୍କୁ ତଣ୍ଟି ଚିପି ମାରିଦେବାକୁ ମିଳିଲା ଧମକ।
ସଲମାନ ଖାନଙ୍କ ପରେ ଏବେ ଆମିର ଖାନଙ୍କୁ ଟାର୍ଗେଟ କରିଛି ଲରେନ୍ସ ଵିଷ୍ଣୋଇ ଗ୍ୟାଙ୍ଗ।
ତେବେ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଆରଜୁ ବିଷ୍ଣୋଇଙ୍କ ନାମରେ ଏହି ଧମକ ଆସିଛି।
ଷ୍ଟାରଡମ୍ ନାମରେ "ଲଭ୍ ଜିହାଦ"ର ପ୍ରଚାର କରୁଥିବା ନେଇ ଅସନ୍ତୋଷ ଝାଡ଼ିଛନ୍ତି ବିଷ୍ଣୋଇଙ୍କ ଭାଇ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।