AC Room To Open Sky: ନନ୍ଦନକାନନରେ କାଚ ଘରୁ ଓପନ ଏନ୍ କ୍ଲୋଜରକୁ ଯାଇପାରନ୍ତି ୫ ଓରାଙ୍ଗଉଟାନ

Sep 15, 2026 - 19:32
AC Room To Open Sky: ନନ୍ଦନକାନନରେ କାଚ ଘରୁ ଓପନ ଏନ୍ କ୍ଲୋଜରକୁ ଯାଇପାରନ୍ତି ୫ ଓରାଙ୍ଗଉଟାନ

ନନ୍ଦନକାନନର କାଚ ଘରୁ ଓପନ ଏନକ୍ଲୋଜର କୁ ଯିବେ ୫ ଓରାଙ୍ଗଉଟାନ । ଓରାଙ୍ଗଉଟାନଙ୍କୁ ଭାରତୀୟ ତାପମାତ୍ରା ସହ ଖାପ ଖୁଆଇବାକୁ ଯୋଜନା କରାଯାଉଛି। ଏନେଇ ବ୍ୟାକରୋଲ ବା ଘର ଅଗଣା ପରି ଖୁଆଡ ପ୍ରସ୍ତୁତ ହେବ। ଯାହା ଭିତରେ ସେ ଏସି ରୁମ ସହ ବାହାରେ ଖରା ଓ ଖୋଲା ଆକାଶର ମାହୋଲ ମଧ୍ୟ ଉପଭୋଗ କରିବେ। 

  • ନନ୍ଦନକାନନରେ କାଚ ଘରୁ ଓପନ ଏନ୍ କ୍ଲୋଜରକୁ ଯାଇପାରନ୍ତି ୫ ଓରାଙ୍ଗଉଟାନ
  • ପରିବେଶ ସହ ଖାପ ଖୁଆଇବା ପାଇଁ କର୍ତ୍ତୃପକ୍ଷ ଯୋଜନା କରୁଥିବା ସୂଚନା
  • ଓରାଙ୍ଗଉଟାନ କ୍ବାରେଣ୍ଟାଇନରେ ରହିବେ, ପର୍ଯ୍ୟଟକଙ୍କ ପାଇଁ କଟକଣା ରହିବ
  • ବୈଷୟିକ କମିଟିର ଗ୍ରୀନ୍ ସିଗ୍ନାଲ ପରେ ପରବର୍ତ୍ତୀ ପଦକ୍ଷେପ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।