Accident: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ଧକ୍କାରେ ୨ ମୃତ

Sep 20, 2026 - 09:39
Accident: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌-ଟ୍ରଲର ଧକ୍କାରେ ୨ ମୃତ

"ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ୧୬ ନମ୍ବର ଜାତୀୟ ରାଜପଥ ରେଳ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।

ଓଭର ବ୍ରିଜ୍ ତଳେ ଏକ ମାଲ ବୋଝେଇ ଟ୍ରକ୍ସହ  ଟ୍ରଲର ଧକ୍କା ହେବା ଫଳରେ ଟ୍ରକ୍ ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।Advertisment ଆଦର୍ଶ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରି ମେଡିକାଲକୁ ପଠାଇଛନ୍ତି।

ଜାତୀୟ ରାଜପଥରେ ଦୁର୍ଘଟଣାଗସ୍ତ ଟ୍ରକ୍ ପଡ଼ି ରହିଛି।

ଘଟଣା ପାହାନ୍ତା ପ୍ରହରରେ ଘଟିଛି  ବୋଲି ଜଣାପଡ଼ିଛି।

Police Encounter: କୋଡିନ୍‌ କଫ୍‌ ସିରପ୍‌ ଚାଲାଣ ବେଳେ ପୁଲିସ ସହ ଗୁଳିବିନିମୟ: ଜଣେ ଆହତ, ୨ କାର୍‌ରୁ ୨୪ କାର୍ଟନ୍‌ କଫ୍‌ ସିରପ୍‌ ଜବତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।