Accident: ଖାଲକୁ ଖସିଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ

Sep 02, 2026 - 08:51
Accident: ଖାଲକୁ ଖସିଲା କାର୍, ଚାଲିଗଲା ଦମ୍ପତିଙ୍କ ଜୀବନ

"ପାରାଦୀପ: ପାରାଦୀପ ଗଡ଼ ବଜାର ନିକଟରେ ପାଣିଖାଲକୁ ଖସିଲା କାର।

କାରରେ ଥିବା ଦମ୍ପତି ମୃତ।

ମୃତକ ହେଲେ ବିଭୂତି ଭୂଷଣ ଦାସ ଓ ପତ୍ନୀ ପ୍ରତିମା ଦାସ।

ପାରାଦ୍ଵୀପ ବନ୍ଦର ମେରାଇନ ବିଭାଗରେ ଚାକିରି କରିଥିଲେ ବିଭୂତି।

ଡିଭାଇଡରରେ ପିଟି ହୋଇ ଖାଲକୁ ଖସିଥିବା ସୂଚନା।Advertisment ପୁଲିସର ତଦନ୍ତ ଆରମ୍ଭ ଘଟଣାସ୍ଥଳରେ ଲକ୍ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।

Supreme Court: ଏସିଡ୍‌ର ଖୁଚୁରା ବିକ୍ରି ଉପରେ କେନ୍ଦ୍ରର ମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।