Accident: ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ବାଇକ୍‌ ଆରୋହୀ ମୃତ

Sep 30, 2026 - 14:01
Accident: ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ବାଇକ୍‌ ଆରୋହୀ ମୃତ

"କୁଜଙ୍ଗ: କମ୍ପାନୀରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ନୁଆଁ ଗାଁ ବାଲିତୁଠ ମଝି ରାସ୍ତାରେ ଜଣେ ବାଇକ ଆରୋହୀ ଦୁର୍ଘଟଣାର ଶିକାର ହୋଇଥିବାର ଖବର ମିଳିଛି।

ଏଥିରେ ସେ ପ୍ରାଣ ବି ହରାଇଛନ୍ତି।

ମୃତକ ହେଲେ ଅମର ପରିଡ଼ାଙ୍କ ଝିଅ ବାପି ପରିଡ଼ା।Advertisment ମୃତଦେହ ଏବେ କୁଜଙ୍ଗ ମେଡିକାଲରେ ରହିଛି ବାପି ଦୁର୍ଘଟଣା ପରେ ବରିହାଡିଆ ରାସ୍ତାରେ ପଡ଼ିଥିଲେ।

ଆମ୍ବୁଲାନ୍ସରେ ତାଙ୍କୁ କୁଜଙ୍ଗ ମେଡିକାଲକୁ ଅଣା ଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତଦେହ ଏବେ କୁଜଙ୍ଗ ମେଡିକାଲରେ ରହିଛି।

Arrested: ସମ୍ବଲପୁରର କାରଖାନା ଓ ବଏଲର୍‌ସ ଆସିଷ୍ଟାଣ୍ଟ ଡାଇରେକ୍ଟର ଉମାକାନ୍ତ ସାମନ୍ତରାୟଙ୍କୁ ବାନ୍ଧିଲା ଭିଜିଲାନ୍ସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।