Accident: ଢେଙ୍କାନାଳରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

Oct 10, 2026 - 09:20
Accident: ଢେଙ୍କାନାଳରେ ଭୟଙ୍କର ଦୁର୍ଘଟଣା: ଟ୍ରକ୍ ପଛରେ ପିଟିଲା ଯାତ୍ରୀବାହୀ ବସ୍, ୩ ଗୁରୁତର

"ଓଡ଼ାପଡ଼ା: ଆଜି ଭୋର ୫ଟା ସମୟରେ ୫୫ ନଂ ଜାତୀୟରାଜପଥ ନିମବାହାଳି ଛକ ନିକଟରେ ଛିଡ଼ା ହୋଇ ରହିଥିବା ଏକ ଟ୍ରକ୍ ପଛରେ ଗୋଟିଏ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା।

ଫଳରେ ବସ୍ ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇଥିଲେ।

ଜଣଙ୍କର ଗୋଟିଏ ହାତ ଛିଡ଼ି ପଡ଼ି ଶରୀରରୁ ଅଲଗା ହୋଇ ଯାଇଥିବା ଜଣାପଡ଼ିଛି।

Advertisment ଘଟଣାସ୍ଥଳରେ ମୋଟଙ୍ଗା ପୁଲିସ ଖବର ପାଇ ମୋଟଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଇ ଦୁର୍ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

ଟାଟା ଷ୍ଟିଲ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ଏହି ବସ୍ ରେ ଯାଉଥିବା ଜଣାପଡ଼ିଛି।

New Elephant Calf: ବେତନଟୀରେ ୫୧ ହାତୀଙ୍କ ମେଳରେ ନୂଆ ଅତିଥି, ନବଜାତ ଶାବକକୁ ଜଗିଛନ୍ତି ୩ ଦନ୍ତା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।