Amitabh Bachchan Greets Fans Behind 12-Foot Bulletproof Glass Amid Heightened Security
#ବୁଲେଟ୍_ପ୍ରୁଫ୍_ଗ୍ଲାସ_ପଛରେ_ଫ୍ୟାନଙ୍କୁ_ଭେଟିଲେ_ଅମିତାଭ
ବୁଲେଟ୍ ପ୍ରୁଫ୍ ଗ୍ଲାସ ନେଇ ଆସିଲେ ବଚ୍ଚନ । ୧୨ ଫୁଟିଆ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ ଗ୍ଲାସ ପଛରେ ଛିଡା ହୋଇ ଫ୍ୟାନଙ୍କୁ ଭେଟିଲେ। ଅମିତାଭ ବଚ୍ଚନଙ୍କ ସୁରକ୍ଷା ବଢ଼ିଲା! ପ୍ରଶଂସକଙ୍କୁ ଭେଟିବା ପାଇଁ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ ପଛରେ ରହିଲେ ବିଗ୍ ବି। ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ନେଇ ଏବେ ଚର୍ଚ୍ଚା। ମୁମ୍ବାଇସ୍ଥିତ ତାଙ୍କ ବାସଭବନ ବାହାରେ ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ସମୟରେ ସେ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ ପଛରେ ନଜର ଆସିଛନ୍ତି। ଅମିତାଭ ବଚ୍ଚନଙ୍କୁ ଦେଖିବା ପାଇଁ ତାଙ୍କ ଘର ବାହାରେ ପ୍ରତି ରବିବାର ପ୍ରଶଂସକଙ୍କ ଭିଡ଼ ଜମିଥାଏ। ଦୀର୍ଘ ବର୍ଷ ଧରି ଏହି ପରମ୍ପରା ଜାରି ରହିଛି। ବିଗ୍ ବି ମଧ୍ୟ ନିଜ ଘର ବାହାରକୁ ଆସି ପ୍ରଶଂସକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥାନ୍ତି। ତେବେ ଏଥର ସେ ବୁଲେଟ୍ ପ୍ରୁଫ୍ ଗ୍ଲାସ୍ ପଛରେ ରହି ପ୍ରଶଂସକଙ୍କୁ ଅଭିବାଦନ ଜଣାଇବା ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।... ଗତ ମାସ ବଲିଉଡ ଷ୍ଟାର୍ ଟାଇଗର ସ୍ରଫଙ୍କ ଉପରକୁ ହତ୍ୟା ଉଦ୍ୟମ ହୋଇଥିଲା। ତାଙ୍କୁ ୪ ରାଉଣ୍ଡ ଗୁଳି କରିଥିଲେ ମୋଷ୍ଟ ୱାଣ୍ଟେଡ ବିଷ୍ଣୋଇ ଗ୍ୟାଙ୍ଗର ସୁଟର। ତଦନ୍ତ ବେଳେ ଜଣା ପଡ଼ିଥିଲା କି ଟାଇଗରଙ୍କୁ ହମଲା ପୂର୍ବରୁ ସେମାନେ ବଚ୍ଚନଙ୍କୁ ନିଶାନା କରିଥିଲେ। ସେଇ ଦିନରୁ ବିଗ୍ ବି ଙ୍କ ସୁରକ୍ଷା ବଢ଼ିଛି। ଏବଂ ଯେବେ ଯେବେ ଅମିତାଭ ଘରୁ ବାହାରକୁ ଫ୍ୟାନଙ୍କୁ ଭେଟିବାକୁ ଆସୁଛନ୍ତି ତଳେ ଜୁନିୟର ବଚ୍ଚନ ବାପାଙ୍କ ସୁରକ୍ଷାକୁ ପରଖୁଥିବା ନଜରକୁ ଆସିଛି।...
#AmitabhBachchan#BigB#BollywoodNews#BulletproofGlass
#AmitabhSecurity#TigerShroff#MumbaiNews#BollywoodUpdates
#AmitabhBachchanFanMeet#BigBSecurityUpdate#SundayDarshan
#OdishaTV#OTV
Bollywood megastar Amitabh Bachchan has drawn attention after greeting fans from behind a 12-foot special bulletproof glass shield outside his Mumbai residence. The actor traditionally steps out every Sunday to wave at fans who gather outside his home, continuing a long-standing tradition. However, this time, his appearance behind bulletproof glass has sparked discussion on social media. According to the report, his security was heightened after investigators found that he had allegedly been targeted before the reported shooting attempt on actor Tiger Shroff last month. Junior Bachchan was also reportedly seen checking his father's security arrangements during these appearances.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।