Mahadev Betting App Promoter Saurabh Chandrakar Brought Back to India from Oman

Nov 02, 2026 - 00:03
Mahadev Betting App Promoter Saurabh Chandrakar Brought Back to India from Oman

#ମହାଦେବ_ଆପର_କିଙ୍ଗପିନ୍_ଗିରଫ
ଓମାନରୁ ଭାରତ ଫେରିଲା ମହାଦେବ ବେଟିଂ ଆପ୍ ମାମଲାର କିଙ୍ଗପିନ୍ ସୌରଭ ଚନ୍ଦ୍ରକାର। ଓମାନରୁ ପ୍ରତ୍ୟର୍ପଣ ପରେ ସିବିଆଇ ତାଙ୍କୁ ଭାରତ ଆଣିଛି। ସୌରଭ ଚନ୍ଦ୍ରକାର ବିରୋଧରେ CBIରେ ଦୁଇଟି ମାମଲା ଏବଂ ED ପକ୍ଷରୁ ଗୋଟିଏ ମାମଲା ଚାଲିଛି। ମହାଦେବ ଅନଲାଇନ୍ ବୁକ୍ ଆପ୍ ର ପ୍ରମୋଟର ଥିବା ସୌରଭ ଚନ୍ଦ୍ରକାର ଓମାନରେ ଲୁଚି ରହିଥିଲା। ଏକ ସ୍ୱତନ୍ତ୍ର ସିବିଆଇ ଦଳ ମସ୍କାଟ ଯାଇ ଚନ୍ଦ୍ରକାରଙ୍କୁ ଭାରତ ଫେରାଇ ଆଣିଛି। ସୋମବାର ତାଙ୍କୁ ରାୟପୁରର ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ସିବିଆଇ ତଦନ୍ତରୁ ଜଣାପଡିଛି ଯେ ମହାଦେବ ଅନଲାଇନ୍ ବୁକ୍ ଦେଶର ସବୁଠାରୁ ବଡ଼ ବେଆଇନ ଅନଲାଇନ୍ ବେଟିଂ ସିଣ୍ଡିକେଟ୍ ମଧ୍ୟରୁ ଗୋଟିଏ ଥିଲା, ଯାହା ଭାରତ ବାହାରୁ ପରିଚାଳିତ ହେଉଥିଲା ବୋଲି ଅଭିଯୋଗ ହୋଇଛି। ଏହି ପ୍ଲାଟଫର୍ମ ସାରା ଦେଶରେ ବିସ୍ତାରିତ ଫ୍ରାଞ୍ଚାଇଜ୍ ପ୍ୟାନେଲ୍ ଏବଂ ଶାଖାର ନେଟୱାର୍କ ମାଧ୍ୟମରେ କ୍ରିକେଟ୍, ଫୁଟବଲ୍, କାର୍ଡ ଖେଳ ଏବଂ ଅନ୍ୟାନ୍ୟ ଇଭେଣ୍ଟରେ ବେଟିଂ ସୁବିଧା ପ୍ରଦାନ କରିଥିଲା।
#MahadevBettingApp#SaurabhChandrakar#CBI#OnlineBetting
#MahadevAppCase#EnforcementDirectorate#EDInvestigation#Raipur#MahadevBettingScam#SaurabhChandrakarExtradition#MahadevAppInvestigation#OdishaTV#OTV

Saurabh Chandrakar, promoter of the Mahadev Online Book betting app and a key accused in the case, has been brought back to India from Oman following his extradition. A special CBI team travelled to Muscat to bring him back. Chandrakar is facing two cases registered by the CBI and one case by the Enforcement Directorate (ED). He is scheduled to be produced before the CBI Special Court in Raipur on Monday. According to the CBI investigation, the Mahadev Online Book allegedly operated as one of India's largest illegal online betting syndicates from outside the country, using an extensive network of franchise panels and branches to facilitate betting on cricket, football, card games and other events.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।