Arnab Floods Wash Away: ଲୋକଙ୍କ ବାସହରା କଲା ବାତ୍ୟା ଅର୍ଣ୍ଣବ; ଭସାଇ ନେଲା ଘର, ଛଡାଇ ନେଲା ଅନ୍ନ
ବାତ୍ୟା ଅର୍ଣ୍ଣବ ଛଡାଇ ନେଇଛି ଲୋକଙ୍କ ଅନ୍ନ।
କନ୍ଧମାଳ ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ବରପଲ୍ଲୀ ଗାଁରେ ବନ୍ୟା ଜଳ ପଶି ପାଞ୍ଚଟି ଘର କୁ ଭସାଇ ନେଇଛି।
ଲୋକେ ନିଜ ଜୀବନକୁ ବଞ୍ଚାଇବା ଛଡା ଆଉ କିଛି ବି ରଖି ପାରିନାହାନ୍ତି।
ସବୁ କିଛି ନଦୀରେ ଭାସିଯାଇଛି।
ସପ୍ତାହେ ହେଲା ଲୋକେ ରିଲିଫ ଖାଦ୍ୟ ଖାଇ ସ୍କୁଲରେ ଆଶ୍ରୟ ନେଇଛନ୍ତି।
Advertisment ଲୋକଙ୍କ ବାସହରା କଲା ବାତ୍ୟା ଅର୍ଣ୍ଣବ କନ୍ଧମାଳ ଇନ୍ଦ୍ରଗଡ ପଞ୍ଚାୟତ ବରପାଲ୍ଲୀ ଗାଁ ପ୍ରଭାବିତ ଗାଁରେ ବନ୍ୟାଜଳ ପଶି ୫ଟି ଘରକୁ ଭସାଇଲା ସପ୍ତାହେ ହେଲା ଲୋକେ ସ୍କୁଲରେ ଆଶ୍ରୟ ନେଇଛନ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।