Arrested: ସାମ୍ନାରେ ଜମି ବେପାର, ପଛରେ ଗଞ୍ଜେଇ କାରବାର; ବାରିପଦାରୁ ଜମି ଦଲାଲ ଗିରଫ

Nov 03, 2026 - 10:54
Arrested: ସାମ୍ନାରେ ଜମି ବେପାର, ପଛରେ ଗଞ୍ଜେଇ କାରବାର; ବାରିପଦାରୁ ଜମି ଦଲାଲ ଗିରଫ

ବାରିପଦା: ସାମ୍ନାରେ ଜାଗା ଜମି ବେପାର।

ପଛରେ ଗଞ୍ଜେଇ କାରବାର।

ନିଜକୁ ଜମି ବ୍ୟବସାୟୀ କହୁଥିବା ବାରିପଦାର ଜଣେ ଜମି ଦଲାଲ୍ ଗଞ୍ଜେଇ କାରବାର କରୁଥିବା ବେଳେ ଗିରଫ ହୋଇଥିବାର ସୂଚନା ରହିଛି।

ଜାତୀୟ ରାଜପଥ ବାରିପଦାର ଶ୍ମଶାନ ନିକଟରୁ ତାଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି।

ଏହାଛଡ଼ା ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଥିବାର ସୂଚନା ରହିଛି।

Advertisment Sushant Kumar Nath: ବିବାଦୀୟ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥଙ୍କ ନାଆଁରେ ସଙ୍ଗିନ ଅଭିଯୋଗ ଆଣିଲେ ବାଲେଶ୍ବରର ପୂର୍ବତନ ଜେଲର୍ ପ୍ରଦୀପ୍ତ ମହାଳିକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।