Auto Damaged: ଲଘୁଚାପ ବର୍ଷା-ପବନରେ ଉପୁଡ଼ିଲା ଗଛ, ଅଟୋ ଉପରେ ପଡ଼ି ରାସ୍ତା ଅବରୋଧ

Sep 25, 2026 - 11:03
Auto Damaged: ଲଘୁଚାପ ବର୍ଷା-ପବନରେ ଉପୁଡ଼ିଲା ଗଛ, ଅଟୋ ଉପରେ ପଡ଼ି ରାସ୍ତା ଅବରୋଧ

"ପାରଳାଖେମୁଣ୍ଡି(ସୁଜିତ୍ ବିଷୋୟୀ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ପ୍ରଭାବରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଆର୍‌.

ସୀତାପୁର ରାସ୍ତାରେ ଏକ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତାଅବରୋଧ ହୋଇଥିଲା।

ଏହି ସମୟରେ ଏକ ଅଟୋଉପରେ ଗଛ ପଡ଼ିଯିବାରୁ ଅଟୋଟି କ୍ଷତିଗ୍ରସ୍ତ ହୋଇଛି।Advertisment ରାସ୍ତାରେ ଯାତାୟତ ସ୍ୱାଭାବିକ ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଅଗ୍ନିଶମ କର୍ମଚାରୀମାନେ ଗଛକୁ କାଟି ରାସ୍ତାରୁ ହଟାଇବା ସହ ଗଛ ତଳେ ଫସିଥିବା ଅଟୋକୁ ବାହାର କରିଥିଲେ।

ଏହାପରେ ରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Fire: ଜୟପୁର ଚାରୁ ଓ କାରୁକଳା ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସମେତ ବହୁ ସାମଗ୍ରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।