Bageshwar Baba: 'ତୁମ ଶ୍ରୀକୃଷ୍ଣ ବଙ୍କା ଆମ ରାମ ପୂରା ସିଧା ‘
ବିବାଦ ଘେରରେ ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର ଶାସ୍ତ୍ରୀ ।
ପୂର୍ବରୁ କ୍ରିକେଟର ବିରାଟ କୋହଲିଙ୍କୁ ନେଇ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ।
ଏବେ ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ।
ବାବାଙ୍କ ବୟାନକୁ ନେଇ ମଥୁରା ଓ ବୃନ୍ଦାବନର ସାଧୁସନ୍ଥଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଝାଡ଼ିଛନ୍ତି ।
କେବଳ ଅସନ୍ତୋଷ ନୁହେଁ ବାବାଙ୍କୁ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ସନ୍ଥମାନେ।
ବିଶେଷ କରି ଦିନେଶ ଫଳାହାରୀ ମହାରାଜ ତାଙ୍କ ବୟାନକୁ ନେଇ ତୀବ୍ର ଆପତ୍ତି ଉଠାଇଥିଲେ ।
ଏତେ ବିବାଦ ପରେ ଶେଷରେ କ୍ଷମା ମାଗିଛନ୍ତି ବାଗେଶ୍ୱର ବାବା ।
କ'ଣ କହିଛନ୍ତି ବାବା ?
ଆସନ୍ତୁ ଜାଣିବା ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।