Balasore Orangutan Rescue: Forest Department to Probe Possible Smuggling Angle
'#ସ୍ମଗଲିଂ_ଦିଗରୁ_ହେବ_କଡ଼ାକଡ଼ି_ତଦନ୍ତ'
ବାଲେଶ୍ୱରରୁ ଓରାଙ୍ଗଓଟାନ ଉଦ୍ଧାର ଘଟଣାରେ ଡିଏଫଓଙ୍କ ପ୍ରେସମିଟ୍ । ବର୍ତ୍ତମାନ ସୁଦ୍ଧା ଓରାଙ୍ଗଓଟାନଙ୍କୁ ଚାଲାଣ କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ତେବେ ଘଟଣାରେ ସ୍ମଗଲିଂ ଦିଗକୁ ନେଇ କଡ଼ାକଡ଼ି ତଦନ୍ତ କରାଯିବ ବୋଲି ଡିଏଫଓ ଇନ୍ଦଲକର୍ ପ୍ରତୀକ ପ୍ରକାଶ କହିଛନ୍ତି। ଉଦ୍ଧାର ପରେ ଫିଲ୍ଡ କର୍ମଚାରୀ ଓ ଭେଟନାରୀ କର୍ମଚାରୀ ସମସ୍ତ ଓରାଙ୍ଗଓଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛନ୍ତି। ସମସ୍ତ ଓରାଙ୍ଗଓଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଛି। ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ। ଓରାଙ୍ଗଓଟାନ ଭାରତୀୟ ପ୍ରଜାତି ନୁହେଁ । ତେଣୁ ବିଦେଶୀ ପ୍ରଜାତିର ପ୍ରାଣୀ କିଭଳି ବାଲେଶ୍ୱରକୁ ଆସିଲେ, ତାହା ତଦନ୍ତର ମୁଖ୍ୟ ପ୍ରସଙ୍ଗ ହେବ । ରାଙ୍ଗଓଟାନମାନେ ସ୍ଥଳପଥ ଓ ଜଳପଥ ଦେଇ ବାଲେଶ୍ୱରକୁ ଆସିଥାଇପାରନ୍ତି ବୋଲି ବନ ବିଭାଗ ଅନୁମାନ କରୁଛି । ତେଣୁ ଏହି ଦୁଇଟି ଦିଗକୁ ନେଇ ବନ ବିଭାଗ ତଦନ୍ତ ଆରମ୍ଭ କରିଛି ।
#OrangutanRescue#Balasore#SmugglingProbe#ForestDepartment#WildlifeRescue#Orangutan#CCTVInvestigation#WildlifeSmuggling#OdishaNews#OdishaTV#OTV
Following the rescue of orangutans in Balasore, DFO Indalkar Pratik Prakash held a press conference and said no evidence has so far been found to confirm that the orangutans were smuggled. However, the smuggling angle will be investigated thoroughly. Field and veterinary staff are monitoring the health of all the rescued orangutans, and their condition is currently normal. CCTV footage from the incident site and nearby areas will also be examined. As orangutans are not an Indian species, the key focus of the investigation will be to determine how these foreign-origin animals reached Balasore. The Forest Department suspects they may have arrived through land or waterways and has started investigating both possibilities.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।