Berhampur Merger Delayed for 18 Years, Census Adds to Residents’ Uncertainty
ବ୍ରହ୍ମପୁର ମହାନଗର ନିଗମରେ ୧୪ ପଂଚାୟତ ମିଶ୍ରଣ ନେଇ ପ୍ରକ୍ରିୟା ଯେତେ ବିଳମ୍ବିତ ହେଉଛି, ସେତେ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ବଢ଼ିବାକୁ ଲାଗୁଛି । ଆଗକୁ ପଂଚାୟତ ଓ ମହାନଗର ନିର୍ବାଚନ ହେବାକୁ ଥିବାରୁ ଏମାନେ ନା ପଂଚାୟତରେ ରହିବେ ନା ମହାନଗରବାସୀ ହେବେ ତାହାକୁ ନେଇ ଦୋ ଛକିରେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଫାଇନାଲ ଡ୍ରାଫ୍ ଟକୁ ଅପେକ୍ଷା କରି ରହିଛନ୍ତି ସହରତଳିର ୧୪ ପଂଚାୟତ ବାସିନ୍ଦା । ସହରରେ ସାମିଲ ହେଲେ, ସମସ୍ତ ପ୍ରାଥମିକ ସୁବିଧା ମିଳିବା ଆଶାରେ ଅଂଚଳବାସୀ ରହିଥିବା ବେଳେ ସଦ୍ୟ ଜନଗଣନା ପରେ ହିଁ ଏହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି ।
#Berhampur#Ganjam#OdishaDevelopment#MunicipalCorporation#CivicIssues#GramPanchayat#Census2026#OdishaTV#OTV
The proposed expansion of the Berhampur Municipal Corporation by merging 14 surrounding Gram Panchayats and 37 revenue villages has remained pending for nearly 18 years. Berhampur was converted from a municipality into a Municipal Corporation on December 29, 2008, with plans to merge the surrounding areas. However, residents of areas including Lochapada and Haldia Padar say they are still deprived of basic civic facilities such as drainage, garbage clearance, drinking water, electricity and roads. The official name of the civic body is Berhampur Municipal Corporation.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।