Odisha Police Holds Preparatory Meeting Ahead of Festive Season

Sep 11, 2026 - 20:04
Odisha Police Holds Preparatory Meeting Ahead of Festive Season

#ପାର୍ବଣ_ପୂର୍ବରୁ_ପୋଲିସର_ପ୍ରସ୍ତୁତି_ବୈଠକ
ପାର୍ବଣ ପୂର୍ବରୁ ଓଡ଼ିଶା ପୋଲିସର ପ୍ରସ୍ତୁତି ବୈଠକ । ଭୁବନେଶ୍ବରରେ ଶାନ୍ତି ଶୃଙ୍ଖଳା ପୂଜାକୁ ନୂଆ ଇନଚାର୍ଜ ଡିଜିପିଙ୍କ ଗୁରୁତ୍ୱ । କହିଲେ, ଆସନ୍ତା 3 ମାସ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ପର୍ବପର୍ବାଣୀ ସମୟ ଆରମ୍ଭ ହୋଇଗଲା । 14 ତାରିଖରୁ ନଭେମ୍ବର 24 ତାରିଖ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ପର୍ବ ଅନୁଷ୍ଠିତ ହେବ । ଗଣେଶ ପୂଜା, ଦଶହରା, କାଳୀପୂଜା ଓ ବାଲିଯାତ୍ରା ମହତ୍ତ୍ୱପୂର୍ଣ୍ଣ । ପୂର୍ବରୁ ଭୁବନେଶ୍ୱର ପୂଜା କମ ହେଉଥିଲା, ଏବେ ଅଧିକ ହେଲାଣି । ପୋଲିସ ପାଖରେ ଅପରାଧୀଙ୍କ ତାଲିକା ରହିଛି । ଏବେ ଏଆଇ ଆସିଲା ପରେ ସାଇବର ଅପରାଧ ବଢିଛି। ଠକେଇ ରୋକିବା ଉପରେ ପୋଲିସ କାର୍ଯ୍ୟ କରୁଛି। ପ୍ରତିଦିନ ନୂଆ ନୂଆ ଅପରାଧ ତରିକାର ବଦୁଳୁଛି। ନିଶା ଠାରୁ ଦୂରରେ ରହିବା ଲାଗି ଏବେ କଲେଜ ପିଲାଙ୍କୁ ସଚେତନା କରାଯାଉଛି। ଲୋକଙ୍କୁ ସେବା ଯୋଗାଇବା ପାଇଁ ପୋଲିସ ତତ୍ପର। ଲୋକଙ୍କ ସୁବିଧା ପାଇଁ ଆମସାଥୀ ଆପର ଶୁଭାରମ୍ଭ ହୋଇଛି ବୋଲି ଇନଚାର୍ଜ ଡିଜିପି ବିନୟତୋଷ ମିଶ୍ର କହିଛନ୍ତି।
#OdishaPolice#BinayatoshMishra#FestiveSeason#GaneshPuja#Dussehra#KaliPuja#BaliJatra#CyberCrime#CrimePrevention#Bhubaneswar#OdishaTV#OTV

Odisha Police held a preparatory meeting in Bhubaneswar ahead of the festive season, with In-Charge DGP Binayatosh Mishra stressing the importance of maintaining peace and order during the next three months. He said several major festivals, including Ganesh Puja, Dussehra, Kali Puja and Bali Jatra, will be held from September 14 to November 24. The In-Charge DGP also highlighted concerns over cybercrime, changing methods of fraud and drug use among youngsters, saying police are working to prevent fraud, create awareness among college students and provide better services to people. He also said the Amasathi app has been launched for public convenience.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।