Bhubaneswar Elderly Woman Murder: ଲକ୍ଷ୍ମୀସାଗର ହତ୍ୟା ମାମଲା; ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ, ଘରୁ ଖସି ଯାଉଛି କେୟାର ଟେକର

Nov 04, 2026 - 17:55
Bhubaneswar Elderly Woman Murder: ଲକ୍ଷ୍ମୀସାଗର ହତ୍ୟା ମାମଲା; ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ, ଘରୁ ଖସି ଯାଉଛି କେୟାର ଟେକର

ଲକ୍ଷ୍ମୀସାଗର ବୁଦ୍ଧନଗରରେ କୁଞ୍ଜଲତା ନନ୍ଦ ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ।

ବୃଦ୍ଧାଙ୍କୁ ହତ୍ୟା ଓ ଲୁଟ୍ ଘଟଣା ପରେ ଘରୁ ଅନାୟାସରେ ଖସି ଯାଉଛି କେୟାର ଟେକର।

ପୋଲିସ ଏବେ ଏହି ସିସିଟିଭି ଭିଜୁଆଲକୁ ନେଇ ମାମଲାରେ ଆଗକୁ ବଢୁଛି।

Advertisment ବୃଦ୍ଧାଙ୍କୁ ହତ୍ୟା ପରେ ଘରୁ ଲୁଟ୍ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି।

ଘଟଣା ପରଠାରୁ ଫେରାର ଅଛନ୍ତି କେୟାରଟେକର ବଳଭଦ୍ର ମହାରଣା।

ତାଙ୍କ ଘର ଟାଙ୍ଗୀ ଅଞ୍ଚଳରେ ବୋଲି ଜଣାପଡ଼ିଛି।

ଲକ୍ଷ୍ମୀସାଗର ବୁଦ୍ଧନଗରରେ ବୃଦ୍ଧାଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଲା ସିସିଟିଭି ଭିଜୁଆଲ ଘରୁ ଅନାୟାସରେ ଖସି ଯାଉଛି କେୟାର ଟେକର ସିସିଟିଭି ଭିଜୁଆଲକୁ ନେଇ ଛାନଭିନ୍ କରୁଛି ପୋଲିସ ଘଟଣା ପରଠୁ ଫେରାର ଅଛନ୍ତି କେୟାରଟେକର Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।