Birthday Wishes: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Oct 16, 2026 - 12:13
Birthday Wishes: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

"ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏନେଇ ନିଜର ସୋସିଆଲ୍ ମିଡିଆ "ଏକ୍ସ"ରେ ଲେଖିଛନ୍ତି, ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ Advertisment @Naveen_Odisha ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରୁଛି।

ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ @Naveen_Odisha ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରୁଛି। — Mohan Charan Majhi (@MohanMOdisha) October 16, 2026 ଏଣେ ବିଜେଡି ପକ୍ଷରୁ ବି ନବୀନଙ୍କୁ ଜନ୍ମଦିନର ‌ଶୁଭେଚ୍ଛା ଜ୍ଞାପନ କରାଯାଇଛି।

ଏନେଇ ବିଜେଡିର ସୋସିଆଲ୍ ମିଡିଆ "ଏକ୍ସ"ରେ ଲେଖାଯାଇଛି,କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ  ଜନନାୟକ, ସଭାପତି ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।

ସାଢ଼େ ଚାରି କୋଟି ଓଡ଼ିଆ ଯାହାଙ୍କ ପରିବାର, ସେବା ଓ ବିକାଶ ହେଉଛି ଯାହାଙ୍କର ପରିଚୟ।

ପ୍ରତିଟି ଓଡ଼ିଆଙ୍କୁ ସାଥିରେ ନେଇ ବିଶ୍ୱରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ତାଙ୍କର ଅଦମ୍ୟ ପ୍ରଚେଷ୍ଟାକୁ ସାରା ଦୁନିଆ କରୁଛି ପ୍ରଶଂସା।

Youth Rescued: ମହାନଦୀକୁ ଡେଇଁଥିବା ଯୁବକ ଉଦ୍ଧାର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ 👑 ଜନନାୟକ, ସଭାପତି ଶ୍ରୀ @Naveen_Odisha ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।

ସାଢ଼େ ଚାରି କୋଟି ଓଡ଼ିଆ ଯାହାଙ୍କ ପରିବାର, ସେବା ଓ ବିକାଶ ହେଉଛି ଯାହାଙ୍କର ପରିଚୟ।

ପ୍ରତିଟି ଓଡ଼ିଆଙ୍କୁ ସାଥିରେ ନେଇ ବିଶ୍ୱରେ ଓଡ଼ିଶାକୁ ଶ୍ରେଷ୍ଠ କରିବା ପାଇଁ ତାଙ୍କର ଅଦମ୍ୟ ପ୍ରଚେଷ୍ଟାକୁ ସାରା ଦୁନିଆ କରୁଛି… pic.twitter.com/X01DW6yRe1 — Biju Janata Dal (@bjd_odisha) October 16, 2026 "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।