Birthday: ଚର୍ଚ୍ଚାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ କେକ୍ କଟା
"ସମ୍ବଲପୁର (ଗାର୍ଗୀ ଶତପଥୀ): ଚର୍ଚ୍ଚାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ କେକ୍ କଟା।
ଜନ୍ମଦିନ ପ୍ରସନ୍ନଙ୍କ କିନ୍ତୁ ପ୍ରଶଂସା ସାଉଁଟିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ।
ବିରୋଧୀ ନେତା ତଥା ରେଢାଖୋଲ ବିଧାୟକଙ୍କ ଜନ୍ମଦିନ ପାଳିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।
Advertisment କେନ୍ଦ୍ରୀୟ ବିଦ୍ୟାଳୟ ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମଦିନର କେକ କଟାଯାଇ ଥିଲା।
ଏହି ଅବସରରେ ସାଂସଦ ବିରୋଧୀ ଦଳ ଉପନେତାଙ୍କ ଖୁବ ପ୍ରଶଂସା କରିଥିଲେ।
କିନ୍ତୁ ଅନ୍ୟ ଦିଗରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କିଛି ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।
ବିଜେଡ଼ି କର୍ମୀମାନେ ପୁଲିସ ଦ୍ବାରା ଅଟକ ହୋଇ ଥାନାରେ ଥିବାବେଳେ ବିଧାୟକଙ୍କ ଏଭଳି ଜନ୍ମଦିନ ପାଳନକୁ ସମାଲୋଚନା କରାଯାଇଛି।
Delhi Protest Attack: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପି ପ୍ରତିବାଦକାରୀଙ୍କୁ ରାସ୍ତାରେ ଆକ୍ରମଣ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।