Boat the Only Lifeline for Hundreds in Kendrapada Village Amid Rising River
#ବାଜିରେ_ଲାଗିଛି_ଜୀବନ #ଡଙ୍ଗା_ଏକମାତ୍ର_ଭରସା
ଉଛୁଳା ନଦୀ...ଢଳଢଳ ଡଙ୍ଗା...ଆଉ ଜୀବନକୁ ବାଜିରେ ଲଗାଇ ଯାତ୍ରା କରୁଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗଙ୍ଗାଧର ପ୍ରସାଦଡିଆ ଗାଁର ଶହଶହ ଗ୍ରାମବାସୀ । ଶିକ୍ଷା, ସ୍ବାସ୍ଥ୍ୟ ହେଉ କି ଅତ୍ୟାବଶ୍ୟକୀୟ ସେବା ପାଇଁ ସହରକୁ ଯିବାକୁ ହେଲେ ଖରସ୍ରୋତାର ଉଛୁଳା ଜଳରାସିକୁ ଅତିକ୍ରମ କରିବାକୁ ପଡେ । ଖରସ୍ରୋତାର ପାଣି ଯେତିକି ଗଭୀର, କୁମ୍ଭୀରର ଆତଙ୍କ ମଧ୍ୟ ସେତିକି ଭୟଙ୍କର । ହେଲେ, ନିରୁପାୟ ମଣିଷଙ୍କ ପାଇଁ ଏଭଳି ଡଙ୍ଗା ହିଁ ଏକମାତ୍ର ସାହାରା ପାଲଟିଛି । ଲୋକମାନେ ବହୁବାର ପୋଲ ଟିଏ ପାଇଁ ଦାବି କଲେ ମଧ୍ୟ ଦାବି ଦାବିରେ ହିଁ ରହିଯାଉଛି । ସେପଟେ, ଜିଲ୍ଲାପାଳ କହିଛନ୍ତି ସର୍ଭେ କରାଯାଇ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।
Hundreds of villagers in Gangadhar Prasadadia village under Rajkanika block of Kendrapada district are forced to cross the swollen Kharasrota River by boat for education, healthcare and other essential services. With deep waters and the reported threat of crocodiles, residents say the journey is risky, but the boat remains their only means of connectivity. Villagers have repeatedly demanded a bridge, but the demand is yet to be fulfilled. The District Collector said a survey has been conducted and a proposal for bridge construction has been submitted to the government.
#KendrapadaNews#Rajkanika#KharasrotaRiver#OdishaNews#BoatJourney#BridgeDemand#VillageConnectivity#CrocodileThreat#RuralOdisha#OdishaDevelopment#OdishaTV#OTV
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।