Bolero Gets Stuck in Floodwater on Nalua Bridge, Driver Rescued
#ଭରା_ନଦୀରେ_ଫସିଲା_ବୋଲେରୋ
ଭରା ନଦୀ ସୁଅରେ ଫସିଲା ବୋଲେରୋ । ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାଲୁହା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଏଭଳି ଅଘଟଣ ଘଟିଛି । ନାଲୁହା ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ପ୍ରଖର ସ୍ରୋତ ରାସ୍ତା ଉପରେ ପ୍ରବାହିତ ହେଉଛି । ଫଳରେ ଉଦଳା-ବାରିପଦା ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ସମୟରେ ଜଣେ ବୋଲେରୋ ଚାଳକ ଗାଡ଼ି ନେଇ ନଦୀ ସୁଅ ପାର ହେବାକୁ ଉଦ୍ୟମ କରିଥିଲେ। ତେବେ ପ୍ରଖର ସ୍ରୋତ ମଧ୍ୟରେ ବୋଲେରୋଟି ଫସିଯାଇଥିଲା। ଚାଳକ ଗାଡ଼ି ଭିତରେ ପ୍ରାୟ ଏକ ଘଣ୍ଟା ଧରି ଫସି ରହିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରି ବୋଲେରୋ ଭିତରୁ ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।
#Mayurbhanj#NaluaRiver#Floodwater#BoleroStuck#DriverRescued#Udala#Baripada#FloodSituation#OdishaFlood#HeavyRain#OdishaTV#OTV
A Bolero got stuck in the strong current of floodwater flowing over the Nalua Bridge on the Udala-Baripada State Highway-19 in Mayurbhanj. Rising water levels in the Nalua River have disrupted communication between Udala and Baripada. The driver attempted to cross the flooded stretch but got trapped inside the vehicle for nearly an hour. A Fire Services team reached the spot and safely rescued the driver from the Bolero.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।