Born With a Hole in Heart: ହୃତପିଣ୍ଡରେ ଥିଲା ଛିଦ୍ର, ସଫଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଲେ ଡାକ୍ତର
କ୍ୟାପିଟାଲ ହସ୍ପିଟାଲରେ ସଫଳ ହେଲା ବଡ଼ ଅସ୍ତ୍ରୋପଚାର।
ମାତ୍ର ୩ ମାସର ଶିଶୁକୁ ମିଳିଲା ନୂଆ ଜୀବନ।
ହୃତପିଣ୍ଡରେ ଛିଦ୍ର ଥିବା ଜଣାପଡ଼ିବା ପରେ ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ।
ଆର୍ଥିକ ଅନଟନ ଯୋଗୁଁ ବଡ଼ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ଥିଲା କଷ୍ଟକର।
ଏଭଳି ସ୍ଥିତିରେ ଆଶାର ଆଲୋକ ସାଜିଥିଲା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ।
ଡାକ୍ତର ପି.କେ.
ଦାସଙ୍କ ତତ୍ତ୍ୱାବଧାନରେ ଅଭିଜ୍ଞ ଡାକ୍ତରୀ ଟିମ୍ ପ୍ରାୟ ୨ରୁ ୩ ଘଣ୍ଟା ଧରି କରିଥିଲେ ଅସ୍ତ୍ରୋପଚାର।
Advertisment ଶେଷରେ ଅପରେସନ୍ ସଫଳ ହୋଇଥିବା ବେଳେ ଏବେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।
ଡାକ୍ତରୀ ଟିମ୍ ର ଦକ୍ଷତା ଓ ନିଷ୍ଠା ଯୋଗୁଁ ଫେରିଛି ପରିବାରର ମୁହଁରେ ହସ।
ଏହି ସଫଳତା ପ୍ରମାଣିତ କରିଛି ଯେ, ସରକାରୀ ହସ୍ପିଟାଲରେ ମଧ୍ୟ ସମ୍ଭବ ଉନ୍ନତମାନର ଚିକିତ୍ସା ଓ ଜଟିଳ ଅସ୍ତ୍ରୋପଚାର।
ଗୋଟିଏ ଶିଶୁକୁ ମିଳିଛି ନୂଆ ଜୀବନ, ଆଉ ପରିବାରକୁ ମିଳିଛି ନୂଆ ଆଶା।
୩ ମାସର ଶିଶୁକୁ ନୂଆ ଜୀବନ କ୍ୟାପିଟାଲ ହସ୍ପିଟାଲରେ ବଡ଼ ଅସ୍ତ୍ରୋପଚାର ସଫଳ ମାତ୍ର ୩ ମାସର ଶିଶୁକୁ ମିଳିଲା ନୂଆ ଜୀବନ ୩ ମାସର ଶିଶୁର ହୃତପିଣ୍ଡ ଅସ୍ତ୍ରୋପଚାର ସଫଳ ହୃତପିଣ୍ଡରେ ଥିଲା ଛିଦ୍ର, ମିଳିଲା ନୂଆ ଜୀବନ ଜଟିଳ ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇଲେ ଡାକ୍ତର ଡାକ୍ତରୀ ଟିମର ଦକ୍ଷତା, ଶିଶୁ ମୁହଁରେ ଫେରିଲା ହସ ସରକାରୀ ହସ୍ପିଟାଲରେ ଜଟିଳ ଅସ୍ତ୍ରୋପଚାର ସମ୍ଭବ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।