BRICS Deliberations: Push to Reduce Dollar Dependence, Strengthen Local Currencies

Sep 13, 2026 - 11:12
BRICS Deliberations: Push to Reduce Dollar Dependence, Strengthen Local Currencies

#ବ୍ରିକ୍ସ_ମନ୍ଥନ #ଡଲାରକୁ_ଚ୍ୟାଲେଞ୍ଜ !
ବ୍ରିକ୍ସ ସମ୍ମିଳନୀରେ ଆମେରିକୀୟ ଡଲାରର ଦବଦବା କମାଇବା ଏବଂ ନିଜସ୍ୱ ବ୍ୟବସ୍ଥା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ । ଡଲାର ଉପରେ ନିର୍ଭରଶୀଳତା କମାଇବା ପାଇଁ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ ଏବଂ ଡିଜିଟାଲ୍ ପେମେଣ୍ଟ ସିଷ୍ଟମକୁ ଯୋଡ଼ିବା ନେଇ ମନ୍ଥନ ଚାଲିଛି । ଏନେଇ ସଙ୍ଗଠନ ମଧ୍ୟରେ ସମ୍ମିଲନୀରେ ବ୍ୟାପକ ଆଲୋଚନା ଚାଲିଛି । ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ହେଉଥିବା ପାରସ୍ପରିକ ବାଣିଜ୍ୟ କାରବାରରେ ଆମେରିକୀୟ ଡଲାର ବଦଳରେ ନିଜ ନିଜ ଦେଶର ସ୍ଥାନୀୟ ମୁଦ୍ରାର ବ୍ୟବହାର ବୃଦ୍ଧି କରାଯାଉ ବୋଲି ଗତକାଲି ଦିଲ୍ଲୀ ଘୋଷଣାନାମାରେ ଉଲ୍ଲେଖ କରାଯାଇଥିଲା । ବ୍ରିକ୍ସ ସମୂହ କୌଣସି ନୂଆ Common Currency ବା ସାଧାରଣ ମୁଦ୍ରା ଆଣିବା ଅପେକ୍ଷା ନିଜ ନିଜ ଦେଶର ସ୍ଥାନୀୟ ମୁଦ୍ରା ଏବଂ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ।
#BRICS#BRICSSummit#Dollar#LocalCurrency#DigitalPayments#DeDollarisation#GlobalEconomy#InternationalTrade#BRICSCountries#USdollar#EconomicNews#IndiaNews#OdishaTV#OTV

BRICS countries are discussing ways to reduce the dominance of the US dollar and develop their own financial mechanisms. The focus is on increasing trade in local currencies and linking digital payment systems to reduce dependence on the dollar. The issue is being widely discussed within the grouping, with the Delhi Declaration reportedly calling for greater use of member countries’ local currencies in mutual trade instead of the US dollar. Rather than introducing a new common currency, the BRICS grouping is focusing on strengthening existing local currencies and digital payment systems.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।