Buffalo Kill Confirms Tiger Presence: ସେମିଳିଗୁଡ଼ାରେ ବୁଲୁଛି ମହାବଳ, ବାଘକୁ ଧରିବାକୁ ବନ ବିଭାଗର କସରତ
କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ମହାବଳ ବାଘ ଆତଙ୍କ।
ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି ବାଘର ଗତିବିଧି।
କିନ୍ତୁ ବାଘ ଧରାପଡୁନଥିବାରୁ ୩ ସିଫ୍ଟରେ ପାଟ୍ରୋଲିଂ କରୁଛି ବନ ବିଭାଗ।
ସୁନାବେଡ଼ା-ସେମିଳିଗୁଡ଼ା ଅଞ୍ଚଳରେ ମହାବଳ ବାଘର ଚଳପ୍ରଚଳକୁ ନେଇ ଆତଙ୍କ ସୃଷ୍ଟି ହୋଇଛି।
Advertisment ଝରାପୁଟ ନିକଟରେ ମଇଁଷି ଶିକାର ପରେ ପାଦଚିହ୍ନ ଯାଞ୍ଚରୁ ବାଘର ଉପସ୍ଥିତି ସ୍ପଷ୍ଟ ହୋଇଛି।
ସୁରକ୍ଷା ପାଇଁ ତିନି ସିଫ୍ଟରେ ପାଟ୍ରୋଲିଂ ସହ ରାପିଡ୍ ରେସପନ୍ସ ଟିମ୍ ନିୟୋଜିତ ହୋଇଛି।
ଅନ୍ୟପଟେ ଗ୍ରାମବାସୀଙ୍କୁ ଭୟଭୀତ ନହୋଇ ସତର୍କ ରହିବାକୁ ବନ ବିଭାଗ ପରାମର୍ଶ ଦେଇଛି।
ବାଘ ଆତଙ୍କ, ଜଗିଛି ବନ ବିଭାଗ ସେମିଳିଗୁଡ଼ାରେ ମହାବଳ ବାଘ ଆତଙ୍କ ଟ୍ରାପ୍ କ୍ୟାମେରାରେ ବାଘର ଗତିବିଧି କଏଦ ଧରାପଡୁନି ବାଘ, ୩ ସିଫ୍ଟରେ ବନ ବିଭାଗର ପାଟ୍ରୋଲିଂ ପାଦଚିହ୍ନ ଯାଞ୍ଚରୁ ବାଘର ଉପସ୍ଥିତି ସ୍ପଷ୍ଟ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବନ ବିଭାଗ ପରାମର୍ଶ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।