Buzz Around Sujata’s Possible Entry; ସୁଜାତାଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚା ଭିତରେ ନବୀନ ନିବାସରେ ବଢ଼ିଲା ରାଜନୈତିକ ହଲଚଲ

Jun 24, 2026 - 15:30
Buzz Around Sujata’s Possible Entry; ସୁଜାତାଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚା ଭିତରେ ନବୀନ ନିବାସରେ ବଢ଼ିଲା ରାଜନୈତିକ ହଲଚଲ

ନବୀନ ନିବାସ ରେ ବଡ଼ ହଲଚଲ। ବିଜେଡିରେ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚା ଭିତରେ ନବୀନ ନିବାସରେ ବସିଛି ବୈଠକ। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଅଛନ୍ତି। 

ଖୁବଶୀଘ୍ର ବିଜେଡିରେ ଏଣ୍ଟ୍ରି କରିପାରନ୍ତି ସୁଜାତା। ସୁଜାତାଙ୍କ ଏଣ୍ଟ୍ରି ନେଇ ଚାଲିଛି ପ୍ଲଟ ପ୍ରସ୍ତୁତ। ବିଜେଡିରେ ସୁଜାତା ସାମିଲ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।