Car Crashes Into School Van: ସ୍କୁଲ୍ ଭ୍ୟାନ- କାର୍ ଧକ୍କା; ୧୨ ଆହତଙ୍କ ମଧ୍ୟରେ ୬ ଛାତ୍ରଛାତ୍ରୀ, ସମସ୍ତେ ମେଡିକାଲରେ ଭର୍ତ୍ତି

Aug 29, 2026 - 18:08
Car Crashes Into School Van: ସ୍କୁଲ୍ ଭ୍ୟାନ- କାର୍ ଧକ୍କା; ୧୨ ଆହତଙ୍କ ମଧ୍ୟରେ ୬ ଛାତ୍ରଛାତ୍ରୀ, ସମସ୍ତେ ମେଡିକାଲରେ ଭର୍ତ୍ତି

ସ୍କୁଲ ଭ୍ୟାନକୁ ପିଟିଲା କାର, ୧୨ଜଣ ଆହତ। ନୂଆପଡ଼ା - ଆମପାଣି ବିଜୁ ଏକ୍ସପ୍ରେସ ରାସ୍ତାର ଲଟକନପଡ଼ା ଗାଁ ନିକଟରେ ଥିବା ବିଜୁ ଏକ୍ସପ୍ରେସୱେରେ ଏକ ଘରୋଇ ସ୍କୁଲର ଭ୍ୟାନକୁ ପଛରୁ ପିଟିଲା କାର। ଫଳରେ ରାସ୍ତାରେ ଓଲଟି ପଡିଲା ସ୍କୁଲ ଭ୍ୟାନ।

ଦୁର୍ଘଟଣାରେ ୬ସ୍କୁଲ ଛାତ୍ରଛାତ୍ରୀ ଓ ଅନ୍ୟ ୬ଜଣ ଲୋକ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍କୁଲ ଛୁଟି ପରେ ଛାତ୍ରଛାତ୍ରୀମାନେ ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା।

  • ସ୍କୁଲ୍ ଭ୍ୟାନ- କାର୍ ଧକ୍କା, ୧୨ ଆହତ
  • ନୂଆପଡ଼ା ଲଟକନପଡ଼ା ବିଜୁ ଏକ୍ସପ୍ରେସୱେରେ ଦୁର୍ଘଟଣା
  • ସମସ୍ତ ଆହତ ମେଡିକାଲରେ ଭର୍ତ୍ତି
  • ଆହତଙ୍କ ମଧ୍ୟରେ ୬ ଛାତ୍ରଛାତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।