Car Plunges 20 Feet: ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର; ସମସ୍ତ ଯାତ୍ରୀ ମେଡିକାଲରେ ଭର୍ତ୍ତି
ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର। କାରରେ ଥିବା ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମ ପାୱାର ହାଉସ ନିକଟରେ ଘଟିଛି ଦୁର୍ଘଟଣା।
ରେଙ୍ଗାଳି ଥାନା ଭାଲିଆବେଡା ଗ୍ରାମର ପିଣ୍ଟୁ ସାହୁ ତାଙ୍କ ପରିବାର ସହ ରେଙ୍ଗାଳିରୁ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ଉପରୁ ୨୦ ଫୁଟ ତଳକୁ ଖସିପଡିଥିଲା। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି ।
- ରେଙ୍ଗାଳି ଡ୍ୟାମ ପାୱାର ହାଉସ ନିକଟରେ ଦୁର୍ଘଟଣା
- ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା କାର
- କାରରେ ଥିବା ସମସ୍ତ ଯାତ୍ରୀ ମେଡିକାଲରେ ଭର୍ତ୍ତି
- ରାସ୍ତା ଉପରୁ ୨୦ ଫୁଟ ତଳକୁ ଖସିପଡିଥିଲା କାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।