CBI Raids SIM Retail Counter in Kujang Over Cyber Fraud Case

Sep 11, 2026 - 23:16
CBI Raids SIM Retail Counter in Kujang Over Cyber Fraud Case

#ଜଗତସିଂହପୁରରେ_ସିବିଆଇ_ରେଡ୍
ଜଗତସିଂହପୁରରେ ସିବିଆଇ ରେଡ୍। ସାଇବର ଫ୍ରଡ୍ ମାମଲାରେ କୁଜଙ୍ଗର ଏକ ସିମ୍ ରିଟେଲ୍ କାଉଣ୍ଟରରେ ଚଢାଉ କରିଛି ସିବିଆଇ। ଏକା ସାଙ୍ଗରେ ୫ ରାଜ୍ୟରେ ଛାନଭିନ ଚାଲିଛି। ଓଡ଼ିଶା, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗରେ ହେଉଛି ଖାନତଲାସି। କେବଳ କୁଜଙ୍ଗରୁ ୩ ଶହ ସିମ୍ ଆକ୍ଟିଭେସନ କରାଯାଇ ସାଇବର ଫ୍ରଡ୍ କରାଯାଇଥିବା ଜଣାପଡିଛି। ଦିଲ୍ଲୀରୁ ଆସିଥିବା ୨ ସିବିଆଇ ଅଧିକାରୀଙ୍କ ନେତୃତ୍ବରେ କୁଜଙ୍ଗର ନାୟକ ଏଣ୍ଟରପ୍ରାଇଜେସରେ କାଗଜପତ୍ର ଯାଞ୍ଚ କରାଯାଉଛି। ପୂର୍ବରୁ ଏହା ଏକ ଘରୋଇ ସିମ୍ କମ୍ପାନୀର ଅଥରାଇଜଡ୍ ଷ୍ଟୋର ଥିଲା। ବିହାର ପାଟନାର ଏକ ସାଇବର ଫ୍ରଡ୍ ମାମଲାର ଲିଙ୍କ୍ ଧରି ସିବିଆଇ କୁଜଙ୍ଗରେ ପହଞ୍ଚିଥିବା ସୂଚନା ମିଳିଛି। ସିମ୍ କାରବାର କରୁଥିବା ସେହି କାଉଣ୍ଟରର ୨ ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି। ତେବେ ଏନେଇ ତଦନ୍ତକାରୀ ଟିମ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
#CBIRaid#Jagatsinghpur#Kujang#CyberFraud#SIMFraud#CBIInvestigation#CyberCrime#OdishaNews#PatnaCyberFraud#OdishaTV#OTV

The CBI has conducted a raid at a SIM retail counter in Kujang of Jagatsinghpur district in connection with a cyber fraud case. Searches are being carried out simultaneously across Odisha, Bihar, Rajasthan, Uttar Pradesh and West Bengal. Around 300 SIM cards allegedly activated from Kujang are suspected to have been used in cyber fraud. A two-member CBI team from Delhi is examining documents at Nayak Enterprises, which was earlier an authorised store of a private SIM company. The CBI reportedly reached Kujang while probing links to a cyber fraud case in Patna, Bihar, and two employees of the SIM counter are being questioned. No response has been received from the investigating team so far.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।