Contorversy: ପରବେଶ ବର୍ମା ଚାପୁଡ଼ା ବିବାଦ: ଆପ୍‌ ନେତା ଓ ବିଧାୟକ ଅଟକ

Sep 29, 2026 - 21:32
Contorversy: ପରବେଶ ବର୍ମା ଚାପୁଡ଼ା ବିବାଦ: ଆପ୍‌ ନେତା ଓ ବିଧାୟକ ଅଟକ

"ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ତିଲକ ନଗରରେ ରାସ୍ତା ଯାଞ୍ଚ ସମୟରେ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବା ପାଇଁ ଦିଲ୍ଲୀ ମନ୍ତ୍ରୀ ପରବେଶ ବର୍ମାଙ୍କ ବିରୋଧରେ ଏତଲା ଦାବି କରି ଏକ ପ୍ରତିବାଦ ସଭା ସମୟରେ ସୌରଭ ଭରଦ୍ୱାଜ ଓ ବିଧାୟକ ଜର୍ଣ୍ଣେଲ ସିଂହଙ୍କ ସମେତ ଆମ ଆଦମୀ ପାର୍ଟି ନେତାମାନଙ୍କୁ ଦିଲ୍ଲୀ ପୁଲିସ ମୁଖ୍ୟାଳୟ ବାହାରେ ଅଟକ ରଖାଯାଇଛି।Advertisment ପ୍ରତିବାଦ ସମୟରେ ଜଣେ ହେଡ୍ କନେଷ୍ଟବଳଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଭରଦ୍ୱାଜ, ଜର୍ଣ୍ଣେଲ ସିଂହ ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୭ ତାରିଖରେ ତିଲକ ନଗରରେ ରାସ୍ତାକାମ ନିରୀକ୍ଷଣ ବେଳେ ବର୍ମା ଜଣେ ଯୁବକଙ୍କୁ ଚାପୁଡ଼ା ମାରିଥିଲେ।

ବିଜେପି ସରକାରକୁ ଟାର୍ଗେଟ କଲେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।