Contract Workers Protest: TPCODL ଠିକା କର୍ମଚାରୀଙ୍କ ଅଭିନବ ପ୍ରତିବାଦ; ୨୦ ହଜାର ଶ୍ରମିକ ରାସ୍ତାରେ ଶବ ପରି ଶୋଇଲେ

Nov 08, 2026 - 18:00
Contract Workers Protest: TPCODL ଠିକା କର୍ମଚାରୀଙ୍କ ଅଭିନବ ପ୍ରତିବାଦ; ୨୦ ହଜାର ଶ୍ରମିକ ରାସ୍ତାରେ ଶବ ପରି ଶୋଇଲେ

ଓଡ଼ିଶା ବିଦ୍ୟୁତ୍ ଉପଭୋକ୍ତା ଓ ଠିକା କର୍ମଚାରୀ ମାନଙ୍କ ଅଭିନବ ପ୍ରତିବାଦ।

ଆଜିକୁ ୫ ଦିନଧରି ଗାନ୍ଧୀମାର୍ଗରେ ଧାରଣା ଦେଇଛନ୍ତି।

ଟାଟା ପାୱାର ଓଡ଼ିଶାରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେବାପରେ TPCODL ଅଧୀନରେ ୯ଟି ଜିଲ୍ଲାରେ ଠିକାରେ କାମ କରୁଥିଲେ କର୍ମଚାରୀ।

ସେମାନଙ୍କୁ ଚାକିରିରୁ ବାହାର କରି ଦେଇଥିବାରୁ ରାସ୍ତାରେ ଶବ ପରି ଶୋଇ ପ୍ରତିବାଦ କରୁଛନ୍ତି କର୍ମଚାରୀ।

Advertisment ପ୍ରାୟ ୨୦ ହଜାରରୁ ଅଧିକ ଠିକା ଶ୍ରମିକ ଓ ଉପଭୋକ୍ତା ଏକାଠି ହୋଇ ଟାଟା ହଟାଓ, ଓଡ଼ିଶା ବଞ୍ଚାଅ, ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ତେବେ ଏନେଇ TPCODL ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

TPCODL ଠିକା କର୍ମଚାରୀଙ୍କ ଅଭିନବ ପ୍ରତିବାଦ ରାସ୍ତାରେ ଶବ ପରି ଶୋଇ ପ୍ରତିବାଦ ୫ ଦିନଧରି ଗାନ୍ଧୀମାର୍ଗରେ ଧାରଣା ୯ଟି ଜିଲ୍ଲାରେ ଠିକାରେ କାମ କରୁଥିଲେ କର୍ମଚାରୀ ୨୦ ହଜାର ଠିକା ଶ୍ରମିକ ଆନ୍ଦୋଳନରେ ସାମିଲ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।