Cooperation Minister Clarifies Whether AgriStack Is Mandatory: ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ କି ? ଦ୍ୱନ୍ଦ୍ୱ ଦୂର କଲେ ସମବାୟ ମନ୍ତ୍ରୀ

Aug 10, 2026 - 14:46
Cooperation Minister Clarifies Whether AgriStack Is Mandatory: ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ କି ? ଦ୍ୱନ୍ଦ୍ୱ ଦୂର କଲେ ସମବାୟ ମନ୍ତ୍ରୀ

ପଞ୍ଜୀକରଣ ଲାଗି ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ। ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଏହା କହିଛନ୍ତି। ଚାଷୀମାନଙ୍କ ସୁବିଧା ପାଇଁ ଏହା ୟୁନିକ୍ କାର୍ଡ, କିନ୍ତୁ ବାଧ୍ୟତାମୂଳକ ନୁହେଁ ବୋଲି ସେ  କହିଛନ୍ତି। ଅତିକମ୍ ରେ ୧୦ ଲକ୍ଷ ଚାଷୀଙ୍କ ଏଗ୍ରିଷ୍ଟାକ କାର୍ଡ କରିବାକୁ ଚେଷ୍ଟା କରାଯାଉଛି। ତେବେ ବିନା ଏଗ୍ରିଷ୍ଟାକ୍ ରେ ବି ଚାଷୀ ଧାନ ବିକ୍ରି କରିପାରିବେ- ବୋଲି ସମବାୟ ମନ୍ତ୍ରୀ କହିଛନ୍ତି।

କେବଳ ଏହା ସେମାନଙ୍କ ସୁବିଧା ପାଇଁ କରାଯାଇଛି। ଏହାଦ୍ବାରା ଭବିଷ୍ୟତରେ ଧାନ ବିକ୍ରି, ସାର ସହ ସବୁ ସୁବିଧା ପାଇପାରିବେ। ... ସେହିପରି ଏବେ ରାଜ୍ୟରେ ୨ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ଅଛି। ସାର ନେଇ କିଛି ଅସୁବିଧା ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ...

ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ- ସମବାୟ ମନ୍ତ୍ରୀ
ଏଗ୍ରିଷ୍ଟାକ୍ ବାଧ୍ୟତାମୂଳକ ନୁହେଁ କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
'ଚାଷୀମାନଙ୍କ ସୁବିଧା ପାଇଁ ଏହା ୟୁନିକ୍ କାର୍ଡ, କିନ୍ତୁ ବାଧ୍ୟତାମୂଳକ ନୁହେଁ'
'ଅତିକମ୍ ରେ ୧୦ ଲକ୍ଷ ଚାଷୀଙ୍କ ଏଗ୍ରିଷ୍ଟାକ କାର୍ଡ କରିବାକୁ ଚେଷ୍ଟା କରାଯାଉଛି'
ବିନା ଏଗ୍ରିଷ୍ଟାକ୍ ରେ ବି ଚାଷୀ ଧାନ ବିକ୍ରି କରିପାରିବେ- ସମବାୟ ମନ୍ତ୍ରୀ
'କେବଳ ଏହା ସେମାନଙ୍କ ସୁବିଧା ପାଇଁ କରାଯାଇଛି'
'ଏହାଦ୍ବାରା ଭବିଷ୍ୟତରେ ଧାନ ବିକ୍ରି, ସାର ସହ ସବୁ ସୁବିଧା ପାଇପାରିବେ'

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।